୭୫ ହଜାର ଛୁଇଁବ ସୁନା
୨୦୨୪ରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ୩ ଥର ହ୍ରାସ କରାଯିବ ବୋଲି ଚର୍ଚ୍ଚା ହେଉଛି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ସୁଧ ହାର ହ୍ରାସ ଚର୍ଚ୍ଚା ସହିତ ଅନ୍ୟାନ୍ୟ କେତେକ କାରଣରୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ୁଛି। ଚଳିତ ଆର୍ଥିକବର୍ଷ!-->…
