Odia News Portal

ରାଜ୍ୟସଭା ନିର୍ବାଚନ : ମଙ୍ଗଳବାର ନାମାଙ୍କନ ଭରିବେ ବିଜେଡିର ଦୁଇ ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ । ମଙ୍ଗଳବାର ଦିନ ନାମାଙ୍କନ ଭରିବେ ବିଜେଡିରୁ ଦୁଇ ପ୍ରାର୍ଥୀ । କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ସଭାପତି ଶୁଭାଶିଷ୍‌ ଖୁଣ୍ଟିଆ ଆଜି ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ନାମାଙ୍କନ ଭରିବେ ।

୨୫ରେ ନୂଆଦିଲ୍ଲୀ ନାସ୍‌ନାଲ୍ ମାରାଥନ୍‌

ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଦ୍ୱାରା ଜାତୀୟ ଇଭେଣ୍ଟ୍ ଭାବେ ମାନ୍ୟତାପ୍ରାପ୍ତ ତଥା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର କ୍ୱାଲିଫାଇଙ୍ଗ୍ ମିଟ୍ ନୂଆଦିଲ୍ଲୀ ମାରାଥନ୍‌ର ନବମ ସଂସ୍କରଣ ସ୍ଥାନୀୟ ଜବାହର ଲାଲ୍ ନେହରୁ ଷ୍ଟାଡିୟମ୍‌ରେ ଫେବୃଆରୀ ୨୫ରେ ଅନୁଷ୍ଠିତ ହେବ । ଏଲିଟ୍ ରନର୍‌ଙ୍କ

ଯାଜପୁର ଗସ୍ତରେ ଯିବେ ଫାଇଭ୍-ଟି ଅଧ୍ୟକ୍ଷ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍‌

ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିବେ ଫାଇଭ୍-ଟି ଅଧ୍ୟକ୍ଷ। ତେବେ ପ୍ରଥମ ପର୍ଯ୍ୟାୟରେ ଏନସି କଲେଜ ପଡିଆରେ ଆୟୋଜିତ ନୂଆ-ଓ ମହୋତ୍ସବରେ ଯୋଗଦେବେ । ଯାଜପୁର ସହରର ଏନସି କଲେଜ ପଡିଆଠାରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ। ପାଖାପାଖି ୪୦ ମିନିଟ୍

ସଡ଼କ ଦୁର୍ଘଟଣା; ଜଳିଗଲେ ୫ ଯାତ୍ରୀ

ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୫ଜଣ ଜୀବନ୍ତ ଦଗ୍ଧ ହେବା ଭଳି ଏକ ଅମାନବୀୟ ଅଘଟଣ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏକ ସ୍ପିଫ୍ଟ ଡିଜାୟାର୍ କାର ଚାଳକଙ୍କ ସାମାନ୍ୟ ଅସାବଧାନତା ଯୋଗୁ ସାମ୍ନାରେ ଯାଉଥିବା ଏକ ବସ୍‌କୁ

ସିସୋଦିଆଙ୍କୁ ୩ ଦିନିଆ ଜାମିନ୍‌

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ଦିଲ୍ଲୀ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୩ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଛି । ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲିଥିବା ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଚକ୍ରଧର ଜେନା କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ ବି ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ

ମୋ ସରକାର ହେଉଛି ଲୋକଙ୍କ ସରକାର: ମୁଖ୍ୟମନ୍ତ୍ରୀ

ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । ୫-ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍

ମାତିଛନ୍ତି ବାଘ ଛାଲ ସ୍ମଗଲର୍। ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍। କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)। ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ। କୌଣସି

ଏସସିବିରେ ବିରଳ ଅପରେସନ; ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ଛୁଞ୍ଚି

ବିନା ଅସ୍ତ୍ରୋପଚାରରେ ଏମ୍ସ ଡାକ୍ତର ଏକ ଛୁଆର ଫୁସ୍‌ଫୁସ୍‌ରୁ ଛୁଞ୍ଚି ବାହାର କରିଥିବା ବେଳେ ଏସସିବି ବି ଏ କ୍ଷେତ୍ରରେ ପଛରେ ନାହିଁ । ଏସସିବି ବି ଚ୍ୟାଲେଞ୍ଜ ଗ୍ରହଣ କରି ଏ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏସସିବିରେ ଜଣେ ରୋଗୀର ହୃତପିଣ୍ଡରୁ ଛୁଞ୍ଚି ବାହାରିଲା ।

ବଢୁଛି ତାପମାତ୍ରା , କମୁଛି ଶୀତ

ବଢୁଛି ତାପମାତ୍ରା , କମୁଛି ଶୀତ । କିଛିଦିନର ବ୍ୟବଧାନ ପରେ ରାଜ୍ୟର ଶୀତର ଲହରୀ ଅନୁଭୂତ ହୋଇଥିଲା । କିନ୍ତୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି । ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଯାହାଫଳରେ ଗରମ ହେବାର