Odia News Portal

ସଡକ ଦୁର୍ଘଟଣା : ୩ ଗୁରୁତର

କେନ୍ଦୁଝର ଦିଲ୍ଲା ଚଢେଇଭୋଳ-ବିଲ୍ଲା ରାସ୍ତା ବାଲିପଶି ନିକଟରେ ଘଟିଛି ଅଭାବନୀୟ ଅଘଟଣ । ପୋଖରୀ ଭିତରକୁ ପଶିଗଲା ବାଇକ । ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା ବାଇକ । ଯାହାଫଳରେ ବାଇକ ଆରୋହୀ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଛି ।

ଓଡ଼ିଶାରେ ରାହୁଲଙ୍କ ନ୍ୟାୟ ଯାତ୍ରା: ଦ୍ୱିତୀୟ ଦିନରେ ବୀରମିତ୍ରପୁରରୁ ଶୁଭାରମ୍ଭ

ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ। ଗତ ମାସ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଗତକାଲି ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛି।

ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଦାବି

କେନ୍ଦ୍ରସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଉଠିଲା ଦାବି  । ବିଜେଡି ସାଂସଦ ମାନସ ମଙ୍ଗରାଜ ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି  । ସାଂସଦ ଶ୍ରୀ ମଙ୍ଗରାଜ ଆଇଏମଡିର ତଥ୍ୟକୁ ଉପସ୍ଥାପନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ପାଇଁ ଦାବି

ଓଁ ଶୈଳୀରେ ମନ୍ଦିର, ୧୯ରେ ପ୍ରତିଷ୍ଠା ଉତ୍ସବ

ନିର୍ମାଣ ହୋଇଛି ଦେଶର ପ୍ରଥମ ଓଁ ଶୈଳୀର ମନ୍ଦିର। ରାଜସ୍ଥାନର ପାଲି ଜିଲ୍ଲା ଜାଡାନ ଗାଁରେ ତିଆରି ହୋଇଛିଏହି ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।

ମାଓ କ୍ୟାମ୍ପରେ ଦିଆଯାଉଛି ଯୌନ ନିର୍ଯାତନା

ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାଂପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା । ଉଭୟ ମହିଳା ମାଓବାଦୀ KKBN

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ମଧ୍ୟ ପ୍ରଦେଶର ହରଦା ସହରରେ ମଙ୍ଗଳବାର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର କିଛି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବାଣ କାରଖାନା ହୁତୁ ହୁତୁ ହୋଇ ଜଳିବା ସହ ପ୍ରଚଣ୍ଡ ବିସ୍ଫୋରଣ ହେଉଥିବା

୧୨୦ କେଜି ଗଞ୍ଜେଇ ଜବତ: ୨ ଗିରଫ

ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଯଶିପୁର ପୋଲିସ । ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ବେଳେ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଧରିଛି ପୋଲିସ

ବହୁ ଚର୍ଚ୍ଚିତ ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍‌

ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲା ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ। କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର

ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଫିଲ୍ମର ସଂଘର୍ଷମୟ କାହାଣୀ

୧୯୩୬ରେ ରିଲିଜ୍ ହୋଇଥିଲା ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବାହ । ସେବେଠୁ ଆଜି ଯାଏଁ ଅନେକ ସଂଘର୍ଷ ଓ ଘାତ ପ୍ରତିଘାତକୁ ଦେଖିଛି ଓଡ଼ିଆ ସିନେମା ଜଗତ । ସମୟ ବଦଳିବା ସହ ଲୋକଙ୍କ ଚାହିଦା ବଦଳିଛି ଓ ତା’ସହ ସିନେମାର ଶୈଳୀ । ଓଡ଼ିଆ ଫିଲ୍ମର ୮୮ ବର୍ଷର ସଂଘର୍ଷମୟ କାହାଣୀକୁ ବେଶ୍ ସୁନ୍ଦର ଭାବେ

ବେଆଇନ କଂସେଇଖାନା ମାମଲା ସମ୍ପର୍କରେ ସତ୍ୟପାଠ ଦାଖଲ

କଟକ ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ କଂସେଇଖାନା ସମ୍ପର୍କିତ ମାମଲାର ଆଜି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍‌.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଯାଇଛି । କଟକ ମହାନଗର ନିଗମ ପକ୍ଷରୁ ଏହି ମାମଲାରେ