Odia News Portal

ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ଘରୋଇ ବସ ମାଲିକ ସଂଘର କଣ ରହିଛି ଆପତ୍ତି ?

ସବୁ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସରକାରୀ ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ଆସନ୍ତା ୨ରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହେବ। କିନ୍ତୁ ତାହା ପୂର୍ବରୁ ଘରୋଇ ବସ ମାଲିକ ସଂଘ କେଁ ପୂରାଇଛନ୍ତି। ଲକ୍ଷ୍ମୀ ଯୋଜନାକୁ କାହିଁକି ବିରୋଧ? ସହରାଞ୍ଚଳରେ ମୋ ବସ ସେବା

ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କ ନିଖୋଜ ଘଟଣାରୁ ହଟିଲା ପରଦା

ସାମ୍ନାକୁ ଆସିଲା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାର ସତ। ମାନସିକ ଚାପ ଲାଗି ନେଇଥିଲେ ଏଭଳି ନିଷ୍ପତ୍ତି। ନିଜ ମୁହଁରେ କହିଛନ୍ତି କାରଣ। ପରେ ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ ତପନ। ସେତେବେଳକୁ ପୋଲିସ ତାଙ୍କୁ ଖୋଜି ପାଇ ସାରିଥିଲା ବୋଲି କହିଛନ୍ତି। ପାଇ ସାରିବା

ଦୂଆରଶୁଣୀ ଘାଟିରେ ଦୁର୍ଘଟଣା,୨ ବାଇକ୍‌ ଆରୋହୀ ମୃତ

ଦୂଆରଶୁଣୀ ଘାଟିରେ ଦୁର୍ଘଟଣା । ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ । ଏନ୍ଏଚ୍ ୪୯ ଦୂଆରଶୁଣୀ ଘାଟିରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ହଇଥିବା ସୂଚନା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଛି ଟ୍ରକ୍ ଡ୍ରାଇଭର ।

୯୮ ବର୍ଷ ବୟସରେ ଆଖି ବୁଜିଲେ ସ୍ୱାମୀନାଥନ

ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।

ବିସ୍ଫୋରଣରେ ୫ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବୁଧବାର ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ଗୋଟିଏ ପରିବାରର ୫ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ପିଲାମାନେ ଘର ବାହାରେ ଏକ ରକେଟ୍‌ ସେଲ୍‌ ପାଇଥିଲେ, ଯାହାକୁ ସେମାନେ ଖେଳଣା ଭାବି ଘର ଭିତରକୁ

ମହାନଦୀକୁ ଡେଇଁଲା ମହିଳା

ଯୋଦ୍ରା ବ୍ୟାରେଜରୁ ଡେଇଁପଡିଲେ ମହିଳା । ଉପସ୍ଥିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳା ଉଦ୍ଧାର ହୋଇଥିବା ସୂଚନା ରହିଛି । ମହିଳା ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏବେ ଯାଏଁ କିଛି ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି

ଗତ ୩ ଦିନ ଧରି ନିଖୋଜ ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା।  ବ୍ୟାଙ୍କ ମ୍ୟାନେଜରଙ୍କୁ ଠାବ କରିବାରେ ବାଙ୍କୀ ପୁଲିସ ସଫଳ ହୋଇଛି। ଗଞ୍ଜାମ

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ:ତୁଷାରକାନ୍ତି ବେହେରା

କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ

ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ

 ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅପମାନ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କଲା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନକୁ ଧଳାକପଡାରେ ସମ୍ପୂର୍ଣ୍ଣ ଭାବେ

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ଫାଇନ୍

୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି