Odia News Portal

ଟ୍ରେନ ଦୁର୍ଘଟଣା ପରି ସଙ୍କଟର ମୁକାବିଲା ପାଇଁ ଜନସାଧାରଣ ଓ ରାଜ୍ୟ ପ୍ରଶାସନକୁ ନବୀନଙ୍କ ଭୂୟସୀ ପ୍ରଶଂସା

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର ଓ ଚିକିତ୍ସା ଅଭିଯାନ ପାଇଁ ରାଜ୍ୟର ଜନସାଧାରଣ ଓ ରାଜ୍ୟ ପ୍ରଶାସନର ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଓ ଓଡ଼ିଶା ଜନସାଧାରଣଙ୍କ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରରେ

ମଣିପୁରରେ ପୁଣି ହିଂସା

ସୁରକ୍ଷାକର୍ମୀ-ବିଦେ୍‌୍ରହୀ ଗୋଷ୍‌ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା । ସେରୋଔରେ ଗୁଳିବିନିମୟରେ ଜଣେ ବିଏସଏଫ ଯବାନ ସହିଦ୍ ହୋଇଛନ୍ତି । ଆସାମ ରାଇଫଲ ୨ ଜଣ ଯବାନ ମଧ୍ୟ ଗୁରୁତର ସୂଚନା ରହିଛି ।

ବାହାନଗା ରେଳ ଦୁର୍ଘଟଣା: ଓଡ଼ିଶାର ୩୯ ଜଣଙ୍କ ମୃତଦେହ ଚିହ୍ନଟ

ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଭୟାନକ ଦୁର୍ଘଟଣାରେ ଏଯାବତ ଓଡ଼ିଶାର ୩୯ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।ଏହି ୩୯ ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ସେହିପରି

ଅଗରତାଲା–ସିକନ୍ଦରାବାଦ ଟ୍ରେନରେ ଧୂଆଁ, ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇପଡିଲେ ଯାତ୍ରୀ

ବ୍ରହ୍ମପୁର ରେଳ ଷ୍ଟେସନରେ ଅଗରତାଲା -ସିକନ୍ଦରାବାଦ ଟ୍ରେନ ( ୦୭୦୩୦)ରେ ଧୂଆଁ। ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଟ୍ରେନର ବି-୫ ବଗିର ଏସିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଧୂଆଁ ଦେଖି ଭୟରେ ଯାତ୍ରୀମାନେ ବି-୫ ବଗି

ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮: ପ୍ରଦୀପ ଜେନା

ବାହାନଗା ଟ୍ରେନ୍ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ହୋଇଥିବା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି । ମୃତ୍ୟୁୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ।  ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ

ବାହାନଗା ଟ୍ରେନ୍ ଦୁର୍ଘଟଣା : ଷ୍ଟେସନର ସିଗନାଲ ରୁମରେ ସିବିଆଇ ଟିମ୍

ବାହାନଗାରେ ସିବିଆଇ ଟିମ୍। ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ତଦନ୍ତକାରୀ ଟିମ୍ । ସିବିଆଇର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ? ସେସବୁର ତଦନ୍ତ କରୁଛନ୍ତି

କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ

ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ଦିଲ୍ଲୀ ପୋଲିସର ଏକ ୧୨ ଜଣିଆ ଟିମ୍ ସୋମବାର ରାତିରେ ବ୍ରିଜଭୂଷଣଙ୍କ ଲକ୍ଷ୍ନୌ ଓ ଗୋଣ୍ଡା ସ୍ଥିତ ବାସଭବନରେ ପହଂଚି ୧୨ ଜଣଙ୍କର ବୟାନ

ଟ୍ରେନ୍ ଟ୍ରାଜେଡି: ଆଜି ପୁଣି ଓଡ଼ିଶା ଆସିବେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପୁଣି ଓଡ଼ିଶା ଆସିବେ । ଟ୍ରେନ୍ ଦୁର୍ଘଟଣାରେ ଆହତ ନିଜ ରାଜ୍ୟର ଯାତ୍ରୀମାନଙ୍କୁ ଭେଟିବାକୁ ସେ କଟକ ଓ ଭୁବନେଶ୍ୱର ଯିବେ । ପଶ୍ଚିମବଙ୍ଗ ସଚିବାଳୟର ଏକ ସୂତ୍ରରୁ ଜଣାପଡ଼ିଛି ଯେ ମମତା ବାନାର୍ଜୀ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରମା

ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ

ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି। ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ।