ୟୁକ୍ରେନ ନାଟୋରେ ସାମିଲ ହେଲେ ହେବ ତୃତୀୟ ବିଶ୍ୱ ଯୁଦ୍ଧ:ଋଷ୍
ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା ଦେଖାଦେଉଛି । ଋଷର ସୁରକ୍ଷା ପରିଷଦର ଉପ ସଚିବ ଆଲେକ୍ସଜେଣ୍ଡର ଭେନେଡିକ୍ଟୋଭୂ ଗୁରୁବାର ସୂଚନା ଦେଇଛନ୍ତି କି ଯଦି ୟୁକ୍ରେନ୍ ନାଟୋର ସଦସ୍ୟ ହେବ ତେବେ ତୃତୀୟ ବିଶ୍ୱ ଯୁଦ୍ଧ ହୋଇପାରେ । ଋଷ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ କିଭ୍ ଭଲ ଭାବେ ଜାଣିଛି କି ଏମିତି!-->…
