Odia News Portal
Browsing Tag

afganistan

ଆଜି ଆଫଗାନିସ୍ତାନ ପାଇଁ ପ୍ରାର୍ଥନା କରିବ ଭାରତ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ଦୁଇଟି ପରାଜୟ ପରେ ଦଳର ସେମି ଆଶା ଏକପ୍ରକାର ମଉଳି ଯାଇଛି । ତଥାପି ପର ଉପରେ ନିର୍ଭର କରୁଛି ଭାରତ । ଯଦି ଆଜି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରେ ତେବେ ଭାରତ ସେମିରେ ପହଞ୍ଚିବ । ସେପଟେ ଭାରତ ଶେଷ ମ୍ୟାଚରେ ଦୁର୍ବଳ…

ପୁଣି ତାଲିବାନିଙ୍କ ବର୍ବରତା, ୧୩ ଜଣଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇ କହିଥିଲା ଯେ ସେମାନେ ଆଉ ନିଜ କଠୋର ମୌଳବାଦୀ ନିୟମ କାନୁନ ଲାଗୁ କରିବେନି । ଲୋକଙ୍କ ଅଧିକାର ଓ ସ୍ବାଧୀନତାକୁ ସମ୍ମାନ ଦିଆଯିବ । କିନ୍ତୁ ତାଲିବାନର ଏହି ପ୍ରତିଶ୍ରୁତି ଯେ କେବଳ ଏକ ପାଣିର ଗାର ଥିଲା ତାହା ସମ୍ପ୍ରତି ଏକ…

ପୁଣି ଆଫଗାନିସ୍ତାନରେ ବିସ୍ଫୋରଣ, ୩୨ ମୃତ

କାବୁଲ: କିଛିଦିନର ବିରତି ପରେ ପୁଣି ଆଫଗାନିସ୍ତାନରେ ଘଟିଛି ବଡ଼ ଅଘଟଣ । ଏଥରକ ଆତଙ୍କବାଦୀଙ୍କ ଟାର୍ଗେଟରେ ମସଜିଦ୍ । ଆତଙ୍କୀଙ୍କ ବିସ୍ଫୋରଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ମସଜିଦରେ ଉପରେ ଏହା ଦ୍ୱିତୀୟ ଆକ୍ରମଣ ।…

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ବ୍ୟାନ କଲା କାଲିବାନ

କାବୁଲ: ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ ଧନୀ କ୍ରିକେଟ ଲିଗ ଆଇପିଏଲ । ଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ…

ଶପଥ ଗ୍ରହଣ ଉତ୍ସବ ପାଳନ କରିବନି ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର । ନୂଆ ସରକାର ଗଠନ ନିମନ୍ତେ ହେଉଥିବା ଶପଥ ପାଠ ଉତ୍ସବକୁ ତାଲିବାନ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଶପଥ ଉତ୍ସବ କଲେ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି କାରଣ ଦର୍ଶାଇ ତାଲିବାନ ଉତ୍ସବକୁ ବନ୍ଦ କରିଛି । ଏହାପୂର୍ବରୁ ଆମେରିକାରେ ହୋଇଥିବ…

ଆଫଗାନିସ୍ତାନର ଅଧିନାୟକ ପଦ ଛାଡ଼ିଲେ ରସିଦ୍ ଖାନ୍, ଜାଣନ୍ତୁ କଣ ରହିଛି କାରଣ

କାବୁଲ: ଆଫଗାନିସ୍ତାର ଷ୍ଟାର ଖେଳାଳୀ ରସିଦ ଖାନ ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା ହେବା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ…

ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଫେରିବା ପରେ ଲୋକମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଏବଂ ବର୍ତ୍ତମାନ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି । ଏହା ପରେ ସାଧାରଣ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ…

ଆଫଗାନିସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଝିରେ ଲାଗିଲା ପରଦା

କାବୁଲ: ପଞ୍ଜଶୀରରେ ପତାକା ଉଡ଼ାଇବା ପରେ ଯୁଦ୍ଧ ବିରାମ ଘୋଷଣା କରିଛି ତାଲିବାନ। ଏପଟେ ଆଫଗାନିସ୍ତାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ କ୍ଲାସ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବି ଆରମ୍ଭ କରିଛନ୍ତି। ହେଲେ ଶ୍ରେଣୀ ଗୃହର…

କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ

ନୂଆଦିଲ୍ଲୀ : ଆଫଗାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ସରକାର ଗଠନ କରିବାକୁ ନିଷ୍ପତି ନେଇଛି । ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଯାଉଛି । ଆଜି କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଫଗାନୀସ୍ତାନର ସୂଚନା ଓ ସସ୍କୃତି ମନ୍ତ୍ରୀଳୟ ପକ୍ଷରୁ କାବୁଲରେ ବଡ଼ବଡ଼…

ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଖେଳିବାକୁ ଅନୁମତି ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବିଶ୍ୱରେ ନିଜର ଭାବମୂର୍ତ୍ତିରେ ଉନ୍ନତି ଆଣିବାରେ ନିୟୋଜିତ ଥିଲା। ବଡ ଖବର ଆସୁଛି ଯେ ତାଲିବାନ ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଅନୁମତି ଦେଇଛି। ତେବେ, ଏହି ମ୍ୟାଚ୍ କେଉଁଠାରେ ଏବଂ କେବେ ହେବ - ଏହାର ସୂଚନା…