Odia News Portal
Browsing Tag

afganistan

କାବୁଲରେ ଫସି ରହିଛନ୍ତି ୨୦ରୁ ଅଧିକ ଭାରତୀୟ

କାବୁଲ: ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସତର୍କ କରାଇଛନ୍ତି । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର କି, ୨୦ରୁ ଅଧିକ ଭାରତୀୟ କାବୁଲରେ ଫସି ରହିଛନ୍ତି । ତେବେ ଏମାନେ କିପରି ଭାବରେ ସୁରକ୍ଷିତ ଭାବେ…

ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ୍

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ । ତାଲିବାନମାନେ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି । ତେବେ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ମିଡିଆ ହାଉସ ଖୁବଶୀଘ୍ର ବନ୍ଦ ହେବ । ଦେଶକୁ ତାଲିବାନ କବଜା କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ମହିଳା ଉପସ୍ଥାପିକାଙ୍କ ଉପରେ…

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଗୃହବନ୍ଦୀ କଲା ତାଲିବାନ

ନୂଆଦିଲ୍ଲୀ : ମିଳିତ ଭାବେ ସରକାର ଗଠନ କରିବାକୁ କଥା ଦେଇଥିଲେ। କମିଟି ମଧ୍ୟ ଗଠନ କଲେ ତାଲିବାନ। ଏଥିରେ ସଦସ୍ୟ ଥିଲେ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସମାଧାନ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲା। ଉଭୟଙ୍କ ସହ ତାଲିବାନ…

ନେଲ୍ ପଲିସ୍ ଲଗାଇଲେ କଟିବ ମହିଳାଙ୍କ ଆଙ୍ଗୁଠି

ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ପରିବର୍ତ୍ତନ କହୁଥିବା ତାଲିବାନ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି । ତାଲିବାନ ଜିନ୍ସ ପିନ୍ଧିବାକୁ ବ୍ୟାନ କରିବା ସହ ଯୁବତୀଙ୍କୁ ନେଲ ପଲିସ ବ୍ୟବହାର…

ପାକିସ୍ଥାନ ଉପରେ ବର୍ଷିଲେ ଆଫଗାନ ପପ୍ ଷ୍ଟାର

ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍ । ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି । ଆଫଗାନିସ୍ତାନକୁ ନିଜ ଅକ୍ତିଆରରେ ରଖିବାକୁ ପାକିସ୍ତାନ ତାଲିବାନକୁ ଢାଲ କରୁଛି । ତାଲିବାନ ପାକିସ୍ତାନ ବଳରେ ବଳିୟାନ ବୋଲି ଆର୍ଯ୍ୟାନା ଗଣମାଧ୍ୟମରେ…

ପାରା ଅଲିମ୍ପିକ୍ସରେ ଭାଗ ନେଇ ପାରିବେନି ଆଫଗାନିସ୍ତାନ ଆଥଲେଟ୍

କାବୁଲ: ଆଫାଗନିସ୍ତାନରେ ଚାଲିଛି ତାଲିବାନି ଶାସନ । ସଙ୍କଟରେ ଦେଶବାସୀ । ଜୀବନ ବଞ୍ଚାଇବା ଲାଗି ଦେଶ ଛାଡୁଛନ୍ତି ଅନେକ ଲୋକ । ସେପଟେ ତାଲିବାନିଙ୍କ ଗୁଳିରେ ମଧ୍ୟ ଅନେକଙ୍କ ଜୀବନ ଗଲାଣି । ଏଭଳି ଏକ ସମୟରେ ଅନୁଷ୍ଠିତ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ଭାଗ ନେବେନି ଆଫଗାନିସ୍ତାନ ଆଥଲେଟ୍…

ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଘନି

ନୂଆଦିଲ୍ଲୀ: ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍…

ଆଫଗାନିସ୍ତାନ ହିନ୍ଦୁ ଶିଖ୍ ନାଗରିକଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ର୍ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ସଂଖ୍ୟା ଏବେ…

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୦ ଦୂତାଭାସ

କାବୁଲ: ଆଫଗାନିସ୍ତାନରେ ବଢ଼ିବାରେ ଲାଗିଛି ତାଲିବାନିଙ୍କ ଆତଙ୍କ । ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ…