ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଖେଳିବାକୁ ଅନୁମତି ଦେଲା ତାଲିବାନ
କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବିଶ୍ୱରେ ନିଜର ଭାବମୂର୍ତ୍ତିରେ ଉନ୍ନତି ଆଣିବାରେ ନିୟୋଜିତ ଥିଲା। ବଡ ଖବର ଆସୁଛି ଯେ ତାଲିବାନ ଆଫଗାନିସ୍ତାନ କ୍ରିକେଟ୍ ଦଳକୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଅନୁମତି ଦେଇଛି। ତେବେ, ଏହି ମ୍ୟାଚ୍ କେଉଁଠାରେ ଏବଂ କେବେ ହେବ - ଏହାର ସୂଚନା!-->…
