Odia News Portal
Browsing Tag

Bbsr

ଆଜିଠୁ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଆଜି ଏବଂ ଆସନ୍ତକାଲି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌,…

କନସଲଟାନ୍ସି ନାରେ ଦେହ ବେପାର

ରାଜଧାନୀରେ ଲମ୍ବୁଛି ଅପରାଧର ଫର୍ଦ୍ଦ । ଗୋଟିଏ ପଟେ ଧଳାଜହର ମାଫିଆ ସହରରେ ରାଜ୍ କରୁଥିବା ବେଳେ ଅନ୍ୟପଟେ ଦେହ ବ୍ୟବସାୟର ଆଡା ଜମୁଛି । ଅପରାଧୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇ ପାରୁନି ପୋଲିସ । ଅପରାଧୀଙ୍କ ଅପରାଧ ଧିରେ ଧିରେ ବଢି ବଢି ଚାଲିଛି । ଭୁବନେଶ୍ବରର ମଞ୍ଚେଶ୍ବର…

ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା, ଅନଲାଇନ ଆବେଦନ ଆରମ୍ଭ

ଅଖିଳ ଭାରତୀୟ ସୈନିକ ସ୍କୁଲ ପରୀକ୍ଷା ୨୦୨୨ ପାଇଁ ୨୭ ସେପ୍ଟେମ୍ବରରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି । ସୈନିକ ସ୍କୁଲ ଭୁବନେଶ୍ୱରରେ ଷଷ୍ଠ ଶ୍ରେଣୀ ପାଇଁ ଉଭୟ ବାଳକ ଓ ବାଳିକା ମାନଙ୍କ ଆଡମିଶନ ହେବ । ଆବେଦନ କରିବାର ଶେଷ ତାରିଖ ୨୬ ଅକ୍ଟୋବର ରହିଛି । ପ୍ରବେଶିକା ପରୀକ୍ଷା ୯ ଜାନୁଆରୀ…

ବାରରେ ଚାଲିଥିଲା ଯୁବପୀଢିଙ୍କ ରଙ୍ଗିନ ଡ୍ୟାନ୍ସ, ସିଲ୍ କଲା ବିଏମସି

କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାରକୁ ବିଏମସି ସହାୟତାରେ ସିଲ୍ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ବାରରେ ପ୍ରାୟ ୫ ଶହରୁ ଅଧିର ଯୁବକ ଯୁବତୀ ଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କଲା ପୋଲିସ । କରୋନା କଟକଣାକୁ ଫୁ ରାତି…

ରାଜଧାନୀରେ ବୃଦ୍ଧି ପାଉଛି ଧଳା ଜହର

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱରର ୨ଟି ସ୍ଥାନରୁ କମିଶନରେଟ ପୋଲିସ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭୁବନେଶ୍ୱରରେ ଧଳା ଜହର କାରବାର ବୃଦ୍ଧି ପାଇବାରେ…

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଅଗଷ୍ଟ ୧୫ ପାଇଁ ରେଡ୍ ଆଲର୍ଟକୁ ଜାରି କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ସୂଚନା ଦେଇଛନ୍ତି । ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ…

ମରୁଡି ମୁହାଁ ରାଜ୍ୟ

ଅବସ୍ଥା ସାଂଘାତିକ ହେଲାଣି । ବର୍ଷା ଗାଏବ । ବର୍ଷା ଅଭାବ ସ୍ଥିତି ଏତେ ଘନେଇଲାଣି ଯେ ମରୁଡ଼ି ମୁହାଁ ହେଲାଣି ରାଜ୍ୟ । ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନି । ତଳି ପୋଡ଼ି ଗଲାଣି । ରୁଆ, ବେଉଷଣ ହୋଇପାରୁନି ।…

ଆଜିଠୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌

ଆଜିଠୁ ଖୋଲିବ ବିଭିନ୍ନ ପ୍ଲାନେଟାରିୟମ୍ । ଖାସ୍‌ କରି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ । ତେବେ…

ଆନ୍ଦୋଳନରୁ ଓହରିଲେ ମୋ ବସ୍ ଡ୍ରାଇଭର

ଆନ୍ଦୋଳନରୁ ଓହରିଲେ ‘ମୋ ବସ’ ଡ଼୍ରାଇଭର । ଦରମା ବୃଦ୍ଧି ଦାବିରେ ମୋ ବସ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜଧାନୀର ବିଭିନ୍ନ ରୁଟରେ ବସ ଚଳାଚଳ ପ୍ରଭାବିତ ହୋଇଥିଲା । ଏନେଇ କ୍ରୁଟ କର୍ତୃପକ୍ଷ ଓ ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସହ ଆଲୋଚନା ହେବା ପରେ ଆଜି ବସ ଚଳାଚଳ…

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଛନ୍ତି ଲୁଟେରା । ଛୁରାମାଡ଼ ପରେ ଲୁଟ୍ କରି ଫେରାର ହୋଇଥିବା ଲୁଟେରାର ଫୁଟେଜ କଭରେଜ ହୋଇଛି ସିସିଟିଭିରେ । ଏହି ସିସିଟିଭି ଫୁେ,ଟଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ…