Odia News Portal
Browsing Tag

bjd

ଧାମନଗର ଏନ୍ଏସିରେ ବାଜିଲା ଶଙ୍ଖ

ନବ ଗଠିତ ଧାମନଗର NAC ନିର୍ବାଚନ ରେ ବିଜେଡି ବହୁ ମତ ପାଇବା ସହିତ ନୂଆ NAC କୁ ପ୍ରଥମେ ଦଖଲ କରିଛି । ୧୧ଗୋଟି ୱାର୍ଡ କୁ ନେଇ ଗଠିତ ଏହି ନୂଆ NAC ରେ ୯ ଗୋଟି ୱାର୍ଡ ରେ ବିଜେଡି କାଉ ନସିଲର ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇ ଥିଲା ବେଳେ ବିଜେପି ପ୍ରାର୍ଥୀ ୨ ଗୋଟି ୱାର୍ଡ ରେ

୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ

ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ।   ସେହିପରି  ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ

ତିନି ମହାନଗରରେ ବିଜେଡି ଆଗରେ

ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429 ଖଣ୍ଡ ଭୋଟ ପାଇଛନ୍ତି । କଟକରେ ପ୍ରଥମ ଦୁଇରାଉଣ୍ଡରେ

ବିଜେପୁରରେ ବିଜେଡିର ବାଜିମାତ୍‌

ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ

ଯାଜପୁର, ବୌଦ୍ଧରେ ପୌରାଧ୍ୟକ୍ଷ ପଦ ହାତେଇବ ବିଜେଡି

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲଟି, ନିଗମ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର

ବିଏମ୍‌ସି ଫାଇଟ୍‌, ଟ୍ରେଣ୍ଡରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ରାଜ୍ୟବ୍ୟାପୀ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ

ବିଜେଡିର ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା : ସୁପ୍ରିମୋ ନବୀନଙ୍କୁ ଶ୍ରେୟ ଦେଲା ଦଳ

ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀଙ୍କ ସଫଳତା । ୭୦ ପ୍ରତିଶତ ମହିଳା ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ୮୦ ପ୍ରତିଶତରୁ ଅଧିକ ଆସନ ବିଜେଡି ଜିତିଛି । ଏହା BJD ର ଏକ ଐତିହାସିକ ବିଜୟ । ଏହାକୁ ହିଁ ପରିବର୍ତ୍ତନ

ନିରାଡ଼ମ୍ବର ପାଳନ ହେବ ବିଜୁ ବାବୁଙ୍କ ୧୦୬ତମ ଜନ୍ମ ଜୟନ୍ତୀ

ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନ

ବିପୁଳ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ଶାସକ ବିଜେଡି । ନିର୍ବାଚନରେ ଜିତିଥିବା ସବୁ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଅତୁଟ ବିଶ୍ୱାସ ରଖି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ

୬୨୦ ଜିଲ୍ଲା ପରିଷଦରୁ ୫୫୪ରେ ଆଗୁଆ ବିଜେଡି

ପଞ୍ଚାୟତ ଭୋଟ୍‌ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଆଜି ଭୋଟ୍‌ ଗଣତିର ଦ୍ୱିତୀୟ ଦିନ । ୮୫୩ ଜିଲ୍ଲା ପରିଷଦ ଜୋନରୁ ୬୨୦ରେ ଗଣତି ଚାଲିଛି କିମ୍ବା ସରିଗଲାଣି । ସେଥିରୁ ୫୫୪ଟିରେ (୮୯%) ବିଜେଡି ଆଗୁଆ ରହିଛି । କଂଗ୍ରେସ ୨୯ଟିରେ ବିଜୟ ଲାଭ