Odia News Portal
Browsing Tag

bus accident

ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା ବସ୍

ସୁନ୍ଦରଗଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଗୁରୁବାର ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଝରିଆପାଲି ନିକଟରେ ଭାରସାମ୍ୟ ହରାଇ ରୋଜି ନାମକ ଏକ ଘରୋଇ ବସ୍ (ଓଡି ୧୬ ଏଫ୍- ୫୫୬୬) ଓଲଟି ପଡ଼ିଛି। ବଏଲମା ଠାରୁ ସୁନ୍ଦରଗଡକୁ ଆସୁଥିବା ସମୟରେ…

ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍

ଓଲଟିଲା ତୀର୍ଥଯାତ୍ରୀ ବସ୍ । ୨୫ ଯାତ୍ରୀ ଆହତ । ବ୍ରହ୍ମପୁର ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ତ୍ରିର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଓଲଟିଥିଲା । ପୁରୀରୁ ଜଗା ଦର୍ଶନ ସାରି ଫେରୁଥିଲା ବେଳେ ରମ୍ଭା ଠାରେ ବସ୍ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଗୁରୁତର ସମସ୍ତ…

ଟ୍ରକ ଧକ୍କାରେ ଓଲଟିଲା ଯାତ୍ରୀବାହୀ ବସ୍

ବାଲେଶ୍ୱର : ଜାତୀୟ ରାଜପଥରେ ଘଟିଛି ଏକ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଛି ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ସ୍ଥାନୀୟ ମେଡିକାଲ୍ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ…

ଓଲଟିଲା ଯାତ୍ରୀବାହୀ ବସ୍‌, ୫ ଆହତ

ଢେଙ୍କାନାଳ: ଓଲଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୫ଜଣ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଘଟିଛି ଏହି ଅଭାବନୀୟ ଦୁର୍ଘଟଣା । ସୂଚନାନୁଯାୟୀ, ‘ଶ୍ରୀରାମଜୀ’ ନାମକ…

ଓଲଟିଲା ଯାତ୍ରୀବାହୀ ବସ୍, ୨ ଗୁରୁତର

କଳାହାଣ୍ଡି: ଘାଟିରେ ଓଲଟିଲା ବସ୍ । କଳାହାଣ୍ଡି ଜିଲ୍ଲା ଆମପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୨ ଗୁରୁତର । ଆଜି ଭୋରୁ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ଦିଲଖୁସ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାରେ…

ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ() ସୁରତରୁ ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଆଜି ସକାଳ ନାଗପୁର ଆମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମରାବତୀ ନିକଟସ୍ଥ କରଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ଖାଇକୁ ଖସିଲା ବସ୍: ୩୩ ମୃତ ୧୨ ଆହତ

କିସ୍ତଗଡ() ଜାମ୍ମୁ କାଶ୍ମୀର କ୍ୱିସ୍ତଗଡ଼ରେ ଏକ ବସ ନିୟନ୍ତ୍ରଣ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ୩୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା…

ଘାଟି ତଳକୁ ବସ ଖସି ୨୫ ମୃତ, ୩୫ ଆହତ

ଚଣ୍ଡିଗଡ଼()  ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘାଟି ତଳକୁ ଏକ ବସ୍ ଖସି ପଡ଼ିବାରୁ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସଟି କୁଲୁରୁ ଗାଡାଗୁଶେଣୀକୁ ଯାଉଥିବା ବେଳେ ବଞ୍ଜାର ନିକଟରେ ପ୍ରାୟ ୫୦୦ ଫୁଟ୍ ଘାଇ ତଳକୁ ଖସିପଡିଥିଲା । ବସ୍ରେ ୬୦ରୁ…

ପ୍ରଧାନମନ୍ତ୍ରୀଙ୍କ ସଭାରୁ ଫେରୁଥିବା ବେଳେ ଦୁର୍ଘଟଣା ୧୯ ଆହତ

ପ୍ରଧାନମନ୍ତ୍ରୀଙ୍କ ସଭା ଦେଖି ଫେରୁଥିବା ବେଳେ ସିରିଜ ଦୁର୍ଘଟଣା ଘଟି ବହୁଲୋକ ଆହତ ହୋଇଛନ୍ତି । ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ନିକଟରେ ପ୍ରଧାନମନ୍ତ୍ରୀଙ୍କ ସଭାରୁ ଲୋକଙ୍କୁ ନେଇ ଯାଉଥିବା ବସ୍ ଓଲଟିପଡିବା ଫଳରେ ୧୫ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି ମଳିପଡା ନିକଟରେ ଅନ୍ୟଏକ ଦୁର୍ଘଟଣାରେ…

ମହାନଦୀ ପୋଲ ଦୁର୍ଘଟଣା ତଦନ୍ତ

କଟକ-ଗତ ୨୦ ସନ୍ଧ୍ୟାରେ କଟକ ଜଗତପୁର ମହାନଦୀ ପୋଲ ତଳକୁ ବସ ଖସିପଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏଥି ପାଇଁ ଦାୟୀ କିଏ, ତାର କାରଣ ଖୋଜୁଛି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି । ଆଜି ଏହି କମିଟି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ଏହି କମିଟିରେ…