Odia News Portal
Browsing Tag

crime news odisha

ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ

ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି । ତେବେ ଅଷ୍ଟ୍ରେଲିଆର ଦୁଇ ଓପନର ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ

ବଡଦାଣ୍ଡ ଲହୁଲୁହାଣ

ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା ଆକ୍ରମଣରେ ପ୍ରାୟ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର

ଯୁବତୀଙ୍କୁ ଜିମ ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ, ପୋଲିସର ତନାଘନା

କଟକ ସହରରେ ଚାଞ୍ଚଲ୍ୟ। ଜିମ୍‌‌ ଭିତରେ ଜଣେ ଯୁବତୀଙ୍କୁ ଜିମ ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଟୋ ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଯୁବତୀଙ୍କୁ ଜିମ ମାଲିକ

ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ଅନ୍‌ଲାଇନରେ ଲିକ୍‌

ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା।

ମହିଳାଙ୍କୁ ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ

ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ । ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ଏସିଡ ଆକ୍ରମଣ ହୋଇଥିଲା ।ଖବର ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ

ମାକୁ କଟୁରୀରେ ହାଣି ମାରିଲା ପୁଅ

ଯାଜପୁରରେ ଉନ୍ମତ୍ତ କାଣ୍ଡ । ପାରିବାରିକ କଳହର କରୁଣ ପରିଣତି । ମାକୁ କଟୁରୀରେ ହାଣି ମାରିଲା ପୁଅ । ଯାଜପୁର ବିଂଝାରପୁର ବୀନ୍ଧାଣି ଗାଁରେ ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବାର ଦେଖାଦେଇକ୍ତି । ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ସୂଚନା ମିଳିଛି ।

ବ୍ରାଉନସୁଗାର ଜବତ, ଜଣେ ଗିରଫ

କେନ୍ଦୁଝର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ତେବେ ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ପୋଲିସ ଏନେଇ କୌଣସି ଟେରି ପାଉନଥିଲା । ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଓରାଳି ବଜାରରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ଅବକାରୀ

+୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ

ଗୁଣପୁର +୨ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ପରୀକ୍ଷା ଦେଇ ବାହାରିଲାବେଳେ ଗଳା କାଟିଦେଲା ଯୁବକ । ଦୌପଦୀ କଲେଜ ନିକଟରେ ଛାତ୍ରୀଙ୍କ ଗଳା କାଟିଲା ଯୁବକ । ଗୁରୁତର ଛାତ୍ରୀ ବ୍ରହ୍ମପୁର ସ୍ଥାନାନ୍ତର । ଯୁବକ ପୋଲିସ ଦ୍ୱାରା ଅଟକ ।

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ

ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର