Odia News Portal
Browsing Tag

ecmo

ଇକ୍‌ମୋ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ଆଉ ଜଣଙ୍କର ମୃତ୍ୟୁ

କଟକ : ଏସ୍‌ସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହୃଦ୍‌ଘାତରେ ଶିକାର ହେବା ପରେ ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଏସସିବିର ନ୍ୟୁରୋଲୋଜି ବିଭାଗର ଏଚ୍‌ଓଡି…

ଫେଲ ମାରିଲା ଇକମୋ ଚିକିତ୍ସା, ଚାଲିଗଲା ଅଭିଶେକଙ୍କ ଜୀବନ

ଭୁବନେଶ୍ୱର: ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ…

ଏସସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

କଟକ: କଟକ ଏସସିବି ମେଡିକାଲରେ ପ୍ରଥମ ଇକମୋ ଚିକିତ୍ସା ଆରମ୍ଭ ହୋଇଛି । ନିଶ୍ଚିତକୋଇଲିର ୫୨ ବର୍ଷିୟା ଜଣେ ମହିଳା କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ…

କଟକ ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ…

୧୫ରୁ ଏସସିବିରେ ଇକମୋ ସେବା

କଟକ : ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ଥିବା ବେଳେ ୯ଟି ଇକମୋ ମେସିନ କଟକ ଏସସିବି ମେଡିକାଲକୁ ଆସିଥିବା…

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍‌

ଭୁବନେଶ୍ୱର: ଓଡ଼ିଶା ଆସିଲା ଇକମୋ ମେସିନ୍ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା…

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି…

ଭୁବନେଶ୍ୱର ଏମ୍ସକୁ ଆସିବ୨ ଇକ୍‌ମୋ ମେସିନ

ଭୁବନେଶ୍ୱର: କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ…

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ…

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ…