Odia News Portal
Browsing Tag

gunjam

ପ୍ରେମିକାର ଭିଡିଓ ଭାଇରାଲ କରାଇବା ଅଭିଯୋଗରେ ପ୍ରେମିକ ଗିରଫ

ଗଞ୍ଜାମ: ନାବାଳିକାକୁ ପ୍ରେମ ଜାଲରେ ଫସାଇଲା । ଅପହରଣ କରି ନେଇ କିଛିଦିନ ପାଖରେ ରଖିଲା । ଶେଷରେ ଝିଅର ପରିବାର ଲୋକେ ଉଦ୍ଧାର କରିଥିଲେ । ଆଉ ଏବେ ପ୍ରେମିକାର କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରାଇବା ଲାଗି ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ…

ହିଞ୍ଜିଳିରେ ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ…

କୋଦଳା ଏନଏସିରେ ଇଣ୍ଡୋର ଷ୍ଟାଡିୟମ, ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା କଲେ ବିଧାୟକ ଓ ଅଞ୍ଚଳବାସୀ

ଗଞ୍ଜାମ: ରାଜ୍ୟରେ କ୍ରୀଡ଼ାବିତମାନଙ୍କୁ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ୮୯ଟି ସହରରେ ଇନଡୋର୍ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ…

ପୂର୍ବ ଶତ୍ରୃତାରୁ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଜଣେ ଯୁବକକୁ କିଛି ଦୁର୍ବୁର୍ତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟାକରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ…

ଟଙ୍କା ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: କଥାରେ ଅଛି ପୁଅଟିଏ ଜନ୍ମ କଲେ ଶହେ ଜନ୍ମର ପୂଣ୍ୟ ମିଳିଥାଏ । ଶେଷ ସମୟରେ ପୁଅ ସାହା ହେବ । ଏଥିଲାଗି ସବୁ ବାପା ମା ପୁଅ ଲାଗି ଲାଗି କେତେ ଓଷା ଉପବାସ କରିଥାନ୍ତି । କିନ୍ତୁ ଏମିତି କିଛି ଅଯୋଗ୍ୟ ଅଛନ୍ତି ଯେଉଁମାନେ କି ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନାହାନ୍ତି । ସାମାନ୍ୟ…

ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ବିଧିବଦ୍ଧ ପ୍ରଚେଷ୍ଟା ଜାରୀ ରହିଛି । ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁକୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ…

ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ହେଲେ ସୁରଥ ପ୍ରଧାନ

ବ୍ରହ୍ମପୁର: ଗଞ୍ଜମ ବ୍ଲକ ର ପୂର୍ବତନ ଅଧକ୍ଷ ତଥା ବର୍ତମାନ ସୁବଳୟା ପଂଚାୟତର ସମିତି ସଭ୍ୟ ତଥା ସମାଜ ସେବୀ ସୁରଥ ପ୍ରଧାନ ହେଉଛନ୍ତି ଗଞ୍ଜମ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ରୂପେ ମନୋନୀତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର…

ପ୍ରେମିକାକୁ ଜାଳିଦେଲା ପ୍ରେମିକ

ବ୍ରହ୍ମପୁର: ପୁଣି ପ୍ରେମ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବେଇମାନ ପ୍ରେମିକ, ପ୍ରେମିକାଙ୍କୁ ଡାକିଦେଇ ଜୀଅନ୍ତା ଜାଳିଦେଲା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାତ୍ରପୁର ଗାଁରୁ ଆସିଛି ଏଭଳି ଖବର । ଶୁଭଶ୍ମିତା ଖାଡ଼ଙ୍ଗା ନାମକ ଜଣେ ଯୁବତୀଙ୍କୁ ସ୍ପିରିଟ୍ ପକାଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ଲମତାପୁଟରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପାଡ଼ୁଆ ପୋଲିସ । କାର ଏବଂ ଟ୍ରକରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଗଞ୍ଜେଇର ମୁଲ୍ୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ…

ଭାଇବୋହୂର ମାଡ଼ରେ ଦେଢ଼ଶୁର ମୃତ

ଗଞ୍ଜାମ: ଓଡ଼ିଆ ଘରର ପରମ୍ପରାରେ ରହିଛିକି ଦେଢ଼ଶୁରର ଛାଇ ଭାଇ ଉପରେ ପଡ଼ିଲେ ପାପ । ଏପରିକି ମୁହଁକୁ ମଧ୍ୟ ଚାହାଁନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ଏପରି ଘଟଣା ଆସିଛି ଯାହାକି ସମସ୍ତଙ୍କ ସ୍ତବ୍ଧ କରିଦେବ । ଦେଢ଼ଶୁରକୁ ମାରିଦେଇଛି ଭାଇବୋହୂ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା…