Odia News Portal
Browsing Tag

gunjam

ପୁରୁଷୋତ୍ତମପୁରରେ ଆହାର କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ସ୍ଥାୟୀ ଆହାର କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ । ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ…

ମହିଳା ବିଜେଡ଼ିର ଉପଦେଷ୍ଟା ହେବା ପରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ: ରାଜ୍ୟ ମହିଳା ବିଜେଡିର ଉପଦେଷ୍ଟା ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ଏହି ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ତାଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ମୁମ୍ବାଇ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ…

ହିଞ୍ଜିଳିକାଟୁରେ ସେସପୋଲ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ: କମ ସମୟରେ ଆବର୍ଜନା ସଂଗ୍ରହ ସହ ଜନସାଧାରଣଙ୍କୁ ଉତ୍ତମ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରପରିଷଦ ଠାରେ ଏକ ନୁଆ ସେସପୋଲ ଗାଡିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ହିଞ୍ଜିଳିକାଟୁ ଗସ୍ତ କରି ଏମସିସି ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୧…

ସରକାରୀ ସହାୟତାରୁ ବଞ୍ଚିତ ୬୮ ବର୍ଷର ବୃଦ୍ଧ ତ୍ରିନାଥ!ଲେମ୍ବୁ କଞ୍ଚାଲଙ୍କାରେ ବିତୁଛି ଜୀବନ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର ୧୪ ନଂ ଓ୍ବାଡ଼ ନିଗମ ନଗର ସାହିରେ ଦିର୍ଘ ୫ ବର୍ଷ ହେଲା ନିଜ ଝିଅ ଜ୍ବାଇଁ ଘରେ ବୃଦ୍ଧ ତ୍ରିନାଥ ଓ ତାଙ୍କ ସ୍ତ୍ରୀ ଉଭୟେ ରହି ଆସୁଛନ୍ତି । ଅଭାବ ଅନାଟନରେ ପରିବାରର ବୋଝକୁ ମୁଣ୍ଡରେ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଉପରେ ଲେମ୍ବୁ…

ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ: ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ । ଭଞ୍ଜନଗର ଲଣ୍ଡେଇ ସାହିରେ ଘର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘର ଭିତରୁ ଗନ୍ଧ ଆସିବାରୁ ପୋଲିସକୁ କବର ଦେଇଥିଲେ ପଡୋଶୀ । ମୃଢତ ମହିଳା ଜଣକ ହେଲେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ…

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ…

ଆକ୍ସନ ମୁଡ଼ରେ ଗଞ୍ଜାମ ଜିଲ୍ଲାପାଳ, ଟିକା ନ ନେଲେ ଦୋକାନ ବନ୍ଦ

ଗଞ୍ଜାମ: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ ନିଆରା ନିଷ୍ପତି ଲାଗି ସେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଏଣିକି ସମସ୍ତ ଦୋକାନୀ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି । ଟିକା ନଦେଲେ ଦୋକାନ…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ

ଗଞ୍ଜାମ: ପ୍ରେମ ବିବାହ କରିଥିଲେ । ତଥାପି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିଛି ସ୍ୱାମୀ । ଗାଁର ଜଣେ ଯବୁକଙ୍କ ସହ କଥା ହେଉଥିବାରୁ ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଲମ୍ବେଇ ଗାଁରୁ ଆସିଛି ଏଭଳି ଅଶୋଭନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ ସନ୍ତୋଷ…

ବେଆଇନ ଗୁଟଖା କାରଖାନାରେ ଚଢ଼ାଉ

ଗଞ୍ଜାମ: ଲକଡାଉନରେ ବେଆଇନ ଭାବେ ଦୁଇ ଭାଇ ମିଶି ଚଳାଇଥିଲେ ଗୁଟଖା କାରଖାନା । ମାଡ଼ି ବସିଲା ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦଶେଇପୁର ଗାଁରେ ଚାଲିଥିଲା ଏହି ଗୁଟଖା କାରଖାନା । ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇ ପୁଅ ରିଙ୍କୁ ଓ ପିଙ୍କୁ ଏହି କାରଖାନା…

ବୋହୂକୁ ଗାଁ ଦାଣ୍ଡରେ ପିଟିଲା ଶାଶୂ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଝୁଙ୍କାପଡ଼ା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ବୋହୂକୁ ଗାଁ ଦାଣ୍ଡରେ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ଶାଶୁ । ଯୌତୁକ ନିର୍ଯାତନା ଦେଉଛି ଶାଶୁ । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପ୍ରତିଦିନ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା…