Odia News Portal
Browsing Tag

gunjam

ମଦ ବେପାରୀଙ୍କୁ ମାରିଦେଲେ

ଗଞ୍ଜାମ: ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ଅନୁଯାୟୀ, ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ତାଙ୍କୁ ପଥରରେ…

ଲାଞ୍ଚ ନେଇ ବନ୍ଧାହେଲେ ଜେଇ

ଗଞ୍ଜାମ: ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗଂଜାମ ଜିଲ୍ଲା ଆସିକ। ସ୍ଥିତ ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଶ୍ୱର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ବୁଗୁଡା ବ୍ଲକର ନଦୀରେ ଏକ ପ୍ରକଳ୍ପ କାମର ବିଲ ପାସ…

କାନ୍ଥ ଭୁଶୁଡ଼ି ଶିଶୁ ମୃତ

ଗଞ୍ଜାମ: ଏମିତି ବି ଆସିପାରେ ମୃତୁ୍ୟ । ମୃତୁ୍ୟ କେତେବେଳେ ଆଉ କେମିତି ଆସେ ତାହା ଜାଣିବା କାଠିକର ପାଠ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଖେଳିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା…

ବିଷ ପିଇଦେଲେ ଦମ୍ପତି

ଗଞ୍ଜାମ: ପାରିବାରିକ କହଳର କରୁଣ ପରିଣତି । ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଭଞ୍ଜସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସନ୍ତୋଷ ଗୌଡ଼ ଓ ତାଙ୍କ ପତ୍ନୀ ନୟନୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘରୁ ମେଡିକାଲ ନେବା ଭିତରେ ସନ୍ତୋଷଙ୍କ ମୃତୁ୍ୟ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବି ଛାଡ଼ିଲେନି…

ଗଞ୍ଜାମ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ବୃଦ୍ଧାଙ୍କଠାରୁ ଆରମ୍ଭ କରି ନାବାଳିକା କେହି ବି ବାଦ ପଡୁନାହାଁନ୍ତି ଦୁଷ୍କର୍ମକାରୀଙ୍କ ନଜରରୁ । କିଛି କ୍ଷଣର ସୁଖ ଲାଗି ନିଜର ହିତାହିତ ଜ୍ଞାନ ଭୁଲି ନରରାକ୍ଷସ ପାଲଟି ଯାଉଛନ୍ତି ଦେହଲୋଭି ମଣିଷ । ବୟସର ତାରତମ୍ୟ ନଦେଖି…

ସନ୍ଦେହଘେରରେ ଦମ୍ପତିଙ୍କ ମୃତ୍ୟୁ, ତଳେ ପଡିଛି ସ୍ତ୍ରୀର ମୃତଦେହ ଓ ଝୁଲନ୍ତା ଅବସ୍ଥାରେ ସ୍ୱାମୀ

ଗଞ୍ଜାମ: ପୋଲସରା ଥାନା ସୋଡ଼କ ଗାଁରେ ଘଟିଛି ଅଘଟଣ । ଘର ଭିତରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ସ୍ତ୍ରୀର ମୃତଦେହ ତଳେ ପଡ଼ିଥିବା ବେଳେ ସ୍ୱାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଓହଳିଛି । ତେବେ ସେମାନଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି । ଗାଁ ଲୋକେ ପୋଲିସକୁ ଖବର…

ପ୍ରେମିକାର ଭିଡିଓ ଭାଇରାଲ କରାଇବା ଅଭିଯୋଗରେ ପ୍ରେମିକ ଗିରଫ

ଗଞ୍ଜାମ: ନାବାଳିକାକୁ ପ୍ରେମ ଜାଲରେ ଫସାଇଲା । ଅପହରଣ କରି ନେଇ କିଛିଦିନ ପାଖରେ ରଖିଲା । ଶେଷରେ ଝିଅର ପରିବାର ଲୋକେ ଉଦ୍ଧାର କରିଥିଲେ । ଆଉ ଏବେ ପ୍ରେମିକାର କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରାଇବା ଲାଗି ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ…

ହିଞ୍ଜିଳିରେ ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ…

କୋଦଳା ଏନଏସିରେ ଇଣ୍ଡୋର ଷ୍ଟାଡିୟମ, ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା କଲେ ବିଧାୟକ ଓ ଅଞ୍ଚଳବାସୀ

ଗଞ୍ଜାମ: ରାଜ୍ୟରେ କ୍ରୀଡ଼ାବିତମାନଙ୍କୁ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ୮୯ଟି ସହରରେ ଇନଡୋର୍ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ…

ପୂର୍ବ ଶତ୍ରୃତାରୁ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଜଣେ ଯୁବକକୁ କିଛି ଦୁର୍ବୁର୍ତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟାକରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ…