Odia News Portal
Browsing Tag

help

ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର: ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତମାନ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ । ଏ ହେଉଛି ଭୁବନେଶ୍ୱରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା…

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ…

ମୁମ୍ବାଇ କାନ୍ଥ ଭୁଷୁଡ଼ି ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। କାନ୍ଥ ଭୁଶୁଡି ୧୯ ଜଣଙ୍କ…

ତପୁମିଶ୍ରଙ୍କ ଚିକିତ୍ସା ଲାଗି ବିଭିନ୍ନ ମହଲରୁ ମିଳୁଛି ସହଯୋଗ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହଯୋଗ ଲୋଢ଼ିଛନ୍ତି ପରିବାର । ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିବା କହିଛନ୍ତି ତାଙ୍କ ପରିବାର । ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ…

ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ବାତ୍ୟା ପିଡ଼ିତାଙ୍କ ପାଇଁ ରିଲିଫ୍ ସହାୟତା

ଭଦ୍ରକ: ମହାମାରୀ କରୋନା କାଳରେ ବାସୁଦେବପୁର ବ୍ଲକର ବାତ୍ୟା ୟାଶ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ସହାୟତା ପ୍ରଦାନ । ସାମାଜିକ କାର୍ଯ୍ୟରେ ସର୍ବଦା ନିୟୋଜିତ ଭଦ୍ରକ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି । ତେବେ ବାସୁଦେବପୁର…

ଆପଣଙ୍କ ସହଯୋଗରେ ଆଇସିୟୁରୁ ନୂଆ ଜୀବନ ପାଇ ପାରନ୍ତେ ନରେନ୍ଦ୍ର

ପୋଲସରା: କାଳ ସାଜିଲା ଅଜଣା ଗାଡି ଧକ୍କା । ଆଇ.ସି.ୟୁରେ ପଡିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜୁଲୁଣ୍ଡା ଗାଁର ନରେନ୍ଦ୍ର ପୋଲାଇ । ଏକ ଅଜଣା ଗାଡି ଧକ୍କା ଫଳରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନରେନ୍ଦ୍ର । ମସ୍ତିଷ୍କରେ ଆଘାତ ଲାଗିବା କାରଣରୁ ଗୁରୁତର ଅବସ୍ଥାରେ…

ଦିନେ ଅନ୍ୟକୁ ରକ୍ତଦାନ କରୁଥିଲେ ଆଜି ଜୀବନ ସହ ଲଢ଼ୁଛନ୍ତି, ସହଯୋଗ କରିବାକୁ ପରିବାରର ଆକୁଳ ନିବେଦନ

ନୟାଗଡ଼: ରକ୍ତଦାନ ମହତ ଦାନ । ଏହି ଲକ୍ଷ୍ୟରେ ଦିନେ ଅନ୍ୟମାନଙ୍କୁ ରକ୍ତଦାନ କରୁଥିଲେ । ସାଙ୍ଗମାନଙ୍କ ସହ ମିଶି ରକ୍ତ ଶିବିରର ମଧ୍ୟ ଆୟୋଜନ କରୁଥିଲେ । ଆଜି କିନ୍ତୁ ଜୀବନ ସହ ଲଢ଼ୁଛନ୍ତି । ନୟାଗଡ଼ ଜିଲ୍ଲାର ଯୁବକ ଅମୂଲ୍ୟ । କରୋନାରେ ପିଡିତ ହୋଇଛନ୍ତି । ଏବେ ତାଙ୍କର ଇକମୋ ଚିକିତ୍ସା…

ହୃଦୟବାନ ରବିନା

ମୁମ୍ବାଇ: ମଷ୍ଟ ମଷ୍ଟ ଗାର୍ଲ ତଥା ନବେ ଦଶକର ଚୁଲବୁଲି ନାୟକି ରବିନା ଟଣ୍ଡନ ଜଣେ ହୃଦୟବାନର ପରିଚୟ ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଗତକାଲି କୋଠା…

ଅମ୍ରିତଙ୍କ ଲାଗି ଛୁଟୁଛି ସହଯୋଗର ସୁଅ

ଭୁବନେଶ୍ୱର: ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କ ଲାଗିଛି ଛୁଟିଛି ସହଯୋଗର ସୁଅ । ଏଯାବତ ତାଙ୍କ ଚିକିତ୍ସା ଲାଗି ୯୧ ଲକ୍ଷ ଟଙ୍କାର ସହାୟତା ରାଶି ପହଞ୍ଚିଥିବା ସୂଚନା ମିଳିଛି । ବିଭନ୍ନ ମହଲରୁ ତାଙ୍କୁ ସହଯୋଗ ଆସୁଛି । ଏଯାବତ ୧ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ତାଙ୍କୁ ସହଯୋଗର…

ବାତ୍ୟା ପ୍ରପୀଡିତଙ୍କ ପାଇଁ ଦେବଦୂତ ସାଜିଲେ ଯୁବ ବିଜେଡି ନେତା ଦୀପକ ମହାପାତ୍ର

କେନ୍ଦ୍ରାପଡା : ବାତ୍ୟା ୟାସ୍ ସମୟରେ ସମସ୍ତେ ସତର୍କ ରହିବା ସହ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେହି ଯେମିତି ଭୋକିଲା ନରୁହେ ସେନେଇ ସତର୍କ ରହିବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ ନବୀନ । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ…