Odia News Portal
Browsing Tag

IPL news

ଅଲ୍ଲୀଙ୍କ ଚମକରେ ଚମକିଲା ଚେନ୍ନାଇ

ମୁମ୍ବାଇ : ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ଏହି ବିଜୟ ସହିତ ଚେନ୍ନାଇ ତୃତୀୟ ମ୍ୟାଚ୍‌ରୁ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସେହି ସମାନ ମ୍ୟାଚ୍‌ରୁ ରାଜସ୍ଥାନ ରୟାଲ୍ସ ଦ୍ଵିତୀୟ ପରାଜୟ ଭୋଗିଛି। ବଡ…

ଚହରଙ୍କ ଚମକରେ ଚେନ୍ନାଇର ପ୍ରଥମ ବିଜୟ

ମୁମ୍ବାଇ : ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟଧାରାକୁ ଫେରିଛି । ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ଶ ସଂସ୍କରଣରେ ନିଜର ପ୍ରଥମ ବିଜୟ ହାସଲ କରିଛି।…

ସ୍ୱଳ୍ପକାଳୀନ ବଦଳ : ଅକ୍ଷରଙ୍କ ସ୍ଥାନରେ ମୁଲାନି

ନୂଆଦିଲ୍ଲୀ : ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ (ଆପିଏଲ)ରେ ଅକ୍ଷର ପଟେଲଙ୍କ ସ୍ଥାନରେ ଶ୍ୟାମ ମୁଲାନି ପ୍ରଥମ କୋଭିଡ-19 ସ୍ଥାନାନ୍ତର ହୋଇଛନ୍ତି ।ପଟେଲଙ୍କ ସ୍ଥାନରେ ସ୍ୱଳ୍ପକାଳୀନ ବଦଳ ଭାବରେ 24 ବର୍ଷୀୟାଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ରାଜଧାନୀ ଦ୍ୱାରା ରୋପ୍ କରାଯାଇଛି । …

ଆରସିବିର ଆଉ ଏକ ରୋମାଞ୍ଚକର ବିଜୟ

ଚେନ୍ନାଇ: ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଭଲ ସମୟ ଚାଲିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି କ୍ରମାଗତ ଦୁଇଟି ମ୍ୟାଚ୍ ଜିଣି ଟେବୁଲ୍ ଶୀର୍ଷରେ ରହିଛି । ଆଜି ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ଆରସିବି । ଆରସିବିର ଘାତକ ବୋଲିଂ ଆଗରେ…

ପାଲି ପଲଟାଇ ଜିତିଲା ପଞ୍ଜାବ

ମୁମ୍ବାଇ : ରାଜସ୍ଥାନ ରୟାଲ୍ସ ହାତରେ ଥିଲା ମ୍ୟାଚ । ହେଲେ ପାଲି ପଲଟାଇ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ।…

ବିିଜୟରୁ କେକେଆରର ଅଭିଯାନ ଆରମ୍ଭ

ଚେନ୍ନାଇ : ଆଇପିଏଲର ୧୪ତମ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଓପନର ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ପରେ ବୋଲରଙ୍କ ଭଲ ପ୍ରଦର୍ଶନକୁ ଭିତ୍ତି କରି କେକେଆର ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି । ବିଜୟ…