Odia News Portal
Browsing Tag

Kandhamal

୨ ବଡ଼ପୁଅଙ୍କ ସହ ମିଶି ସାନପୁଅକୁ ମାରିଦେଲା ବାପା

କନ୍ଧମାଳ: ସଇତାନ ସାଜିଲା ବାପା । ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା । ଦୁଇ ବଡ଼ପୁଅଙ୍କ ମିଶି ସାନପୁଅ ହତ୍ୟା କରିଛି ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରିମିଲା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି…

ପାଲତଳେ ଶବ ସତ୍କାର

ତୁମୁଡ଼ିବନ୍ଧ: ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏପରିକି ଶବକୁ ସମ୍ମାନ ଦେବା ଲାଗି ବିଭିନ୍ନ ଯୋଜନା କରିଛନ୍ତି । ଶଶ୍ମାନରେ ଶବ ସକ୍ରାର କରିବା ଲାଗି ସରକାରଙ୍କ ପକ୍ଷରୁ ଗାଁରେ ଶଶ୍ମାନଘର ନିର୍ମାଣ ଲାଗି ସରକାର ଯୋଜନା କରିଛନ୍ତି । ତେବେ ଆଜି ବି ଅଧିକାଂଶ…

ବଜ୍ରକାପ୍ତା ଚୋରା ଚାଲାଣ କରୁଥିଲେ, ବନ୍ଧା ହେଲେ

କନ୍ଧମାଳ : ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକଙ୍କ ପାଖରେ ବଜ୍ରକାପ୍ତା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାହକ ବେଶରେ ଯାଇ ଚଢ଼ାଉ…

ଜି.ଉଦୟଗିରି କ୍ରୀଡାପ୍ରେମୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା

କନ୍ଧମାଳ: ଜି.ଉଦୟଗିରିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀ । ପ୍ରଥମେ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀ ହକି ଜର୍ସୀ ପିନ୍ଧି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ…

ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଗିରଫ

କନ୍ଧମାଳ: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ବାଲିଗୁଡ଼ା ଥାନା ଡିଏସପି ସ୍ବରାଜ ଦେବତା ଓ ଏକ ଟିମ୍ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ କରି ୧୦୪୪ କେଜି ଗଞ୍ଜେଇ ଜବତ କରିବାସହ ୪ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନରେଶ ଦିଗାଲ, ଅନ୍ତେଶ୍ୱର୍ ମଲିକ, ଅରୁଣ…

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

କନ୍ଧମାଳ: ମାତିଛନ୍ତି ଜଙ୍ଗଲ ମାଫିଆ । କୋଟଗଡ଼ ବନାଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭୠ । ୧୦୨ ଖଣ୍ଡ ଶାଳ କାଠ ସହ ଗୋଟିଏଲ ବୋଲୋରୋ ଗାଡ଼ି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରି ରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟ ରେ ଏକ…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

କନ୍ଧମାଳ: ରଜ ସଂକ୍ରାନ୍ତିରେ ଆସିଲା ଦୁଃଖଦ ଖବର । ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ । ଡ୍ୟୁଟି ସମୟରେ ଟଳି ପଡ଼ିଲେ ଯାବନ । ମୃତ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗାରାମା ଗ୍ରାମର ୩୫ବର୍ଷୀୟ ସଞ୍ଜୟ ପ୍ରଧାନ। ମୃତକ…

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ…

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

କନ୍ଧମାଳ: ଚକାପାଦ ବ୍ଲକ ଲେଙ୍ଗେରି ମୁଣ୍ଡା ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଗୁଳିବିନିମୟରେ କେହି ମୃତାହତ ହୋଇ ନଥିଲେ । ସୂଚନାନୁଯାୟୀ , ଚକାପାଦ…

କନ୍ଧମାଳରେ ପୋଲିସ ମାଓବାଦୀ ଗୁଳି ବିନିମୟ

ପୋଲିସ ମାଓବାଦୀ ଗୁଳି ବିନିମୟ |କନ୍ଧମାଳ ଗୋଛାପଡ଼ା ବୀରେନି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ | ମାଓବାଦୀ କ୍ୟାମ୍ପର ଖବର ପାଇ ପୋଲିସ କରିଥିଲା କମ୍ବିଂ ଅପରେସନ | ଏସଓଜି ଓ ଡିଭିଏଫ୍ ପକ୍ଷରୁ ମିଳିତ ଭାବେ କରାଯାଇଥିଲା ଏହି କମ୍ବିଂ ଅପରେସନ | କମ୍ବିଂ ବେଳେ…