Odia News Portal
Browsing Tag

kendujhar

ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରମୋଦ

କେନ୍ଦୁଝର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଫେରିଛନ୍ତି ପ୍ରମୋଦ ଭଗତ । ଆଜି ସେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି । ରବିବାର ସକାଳେ ଅଲିମ୍ପିକ ସ୍ଵର୍ଣ ବିଜେତା ପ୍ରମୋଦଓ ତାଙ୍କ କୋଚ୍ ଶିବ ପ୍ରଶାଦ ଦାଶ ତାରିଣୀ ମାଆଙ୍କ ଦର୍ଶନ କରିବାକୁ…

୫ ଟଙ୍କା ପାଇଁ ନିର୍ଦ୍ଧୁମ ଛେଚିଲେ

କେନ୍ଦୁଝର: ମାତ୍ର ୫ ଟଙ୍କା ପାଇଁ ତୁମୁଳ କାଣ୍ଡ । ଟଙ୍କା ପାଇଁ ଭୁଲିଗଲେ ମାନବିକତା । ବାପା ପୁଅ ମିଶି ନିର୍ଦ୍ଧୁମ ଛେଚିଲେ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଲକ୍ଷ୍ମୀବଜାରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୋଡ଼ାଖମଣ ଗାଁର ଜିତେନ୍ଦ୍ର ଦେହୁରୀଙ୍କୁ ମାଡ଼ ମାରିଛନ୍ତି ମଧୁ ସାହୁ ଓ…

ନିଶା ଖାଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ

କେନ୍ଦୁଝର: ନିଶା ପାଇଁ ସମ୍ପର୍କ ଭୁଲିଗଲା ପୁଅ । ନିଜ ଜନ୍ମକଲା ମାକୁ ହାଣିଲା ପୁଅ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡ଼ିବିଲ ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା । ଜଣେ ଭିନ୍ନକ୍ଷମ ପୁଅ ନିଜ ମାକୁ ହାଣିଛି । ସୁଶାନ୍ତ ଜେନାଙ୍କ ପୁଅ ମଣ୍ଟୁ ଘଟଣାଇଛି ଏଭଳି କାଣ୍ଡ । ରଙ୍ଗଲତା ଗୁରୁତର…

ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

କେନ୍ଦୁଝର: ପୁଣି ହାତୀ ଆତଙ୍କ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ କଚାଡି ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ…

ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ । କେତେବେଳେ ଚୋରୀ ତ ଆଉ କେତେବେଳେ ରାହାଜାନୀ । ଏହାରି ଭିତରେ ଏଟିଏମ ଭାଙ୍ଗି ଲୁଟ୍ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର…

ସ୍ୱାଧିନତା ଦିବସରେ ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ

କେନ୍ଦୁଝର: ଆଜି ହେଉଛି ୭୫ତମ ସ୍ୱାଧିନତା ଦିବସ । ସବୁଠି ଉତ୍ସବର ମାହୋଲ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଉଡିଛି ପତାକା । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଦୁର୍ଭାଗ୍ୟଜନକ ଖବର । ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ । କେନ୍ଦୁଝର…

ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

କେନ୍ଦୁଝର: ସ୍ୱାମୀ ସାଜିଲା ରାକ୍ଷସ । ଗର୍ଭବତୀ ସ୍ତ୍ରୀ ମାରିଦେଲା ନିର୍ଦ୍ଦୟୀ ସ୍ୱାମୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡିଆମ୍ବ ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଜିରା ମୁଣ୍ଡା । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀ ମାନା ମୁଣ୍ଡାକୁ ଗିରଫ କରି କୋର୍ଟ…

ଛାତ୍ରୀଙ୍କୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କଲେ ଟ୍ୟୁସନ ମାଷ୍ଟର

କେନ୍ଦୁଝର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ମାଷ୍ଟର ଗିରଫ ହୋଇଥିବା ସୂଚନା ମିଳିଛି ।…

ଏମଏସପି ସ୍ପଞ୍ଜ ଓ ଭଏସ ଅଫ କେନ୍ଦୁଝର ଆନୁକୂଲ୍ୟରେ ଅକ୍ସିଜେନ ସିଲିଣ୍ଡର ବଣ୍ଟନ

କେନ୍ଦୁଝର: ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପ୍ରାଙ୍ଗଣରେ ଭଏସ ଅଫ କେନ୍ଦୁଝର ଏବଂ ଏମଏସପି ସ୍ପଞ୍ଜ କାରଖାନା ମିଳିତ ଆନୁକୂଲ୍ୟରେ ପାଞ୍ଚ ଟି ସଂସ୍ଥା ଯଥା ଆଦୃତ ଚାଇଲଡ ହୋମ, ଭିଓଆରଆଇ, ଆଭିଡିଓ, ଏସଆରଏମ ଏବଂ ଡିଓଭିକୁ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିମିଟର ପ୍ରଦାନ କରାଯାଇଛି । ଅନୁଷ୍ଠିତ…

ଡାର୍ଟି ଟିଚର, ନାଳୁଆ ଶିକ୍ଷକଙ୍କୁ ଚପଲରେ ସେକିଲେ ଶିକ୍ଷୟିତ୍ରୀ

କେନ୍ଦୁଝର: ପିଲାଙ୍କୁ ଭଲ ବାଟ ବାଟ ଦେଖାଉଥିବା ଶିକ୍ଷକ ନିଜେ ଗଲେ ଅବାଟରେ । ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରି ଜେଲଗଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଖବର । ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ…