Odia News Portal
Browsing Tag

latest odia news

ସାଉଥ ଅଭିନେତା ବରୁଣ ତେଜଙ୍କୁ କରୋନା

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପରେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରୁଣ ତେଜ କୋନିଡେଲା । ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ବରୁଣ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ

ପରୀ ହତ୍ୟା ମାମଲାରେ ମିସ୍ କେସ୍ ଦାୟର

ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏହି ମିସ୍ କେସ୍। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ। ସେହି ଗ୍ରାମର ଖଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ତଣ୍ଟିକୁ କାଟି ହତ୍ୟା କରାଯାଇଛି। ଘଟଣା

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି | ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାରଙ୍କ । ବିଶ୍ୱସ୍ତରୀୟ କରିବା ପାଇଁ ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କରା।ଯିବ। ପୋର୍ଟର ନବୀକରଣ ଓ ବିଶ୍ୱସ୍ତରୀୟ ହେବା ପାଇଁ ୩ ହଜାର

୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ୱର: ଜାନୁଆରୀ ମାସ ପାଇଁ ସରକାରୀ ଅଫିସ୍ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି‌ ଅନୁସାରେ, ଭୁବନେଶ୍ୱର, କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ । ଏହାସହ ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସ୍‌ର ସମସ୍ତ

ମିଳୁନାହିଁ ୪ ବ୍ରିଟେନ ଫେରାନ୍ତଙ୍କ ପତ୍ତା

୬୨ ବ୍ରିଟେନ ଫେରାନ୍ତଙ୍କ ମଧ୍ୟରୁ ମିଳୁନି ୪ ଜଣଙ୍କ ପତ୍ତା । ବିଏମ୍‌ସି ଅଞ୍ଚଳକୁ ବ୍ରିଟେନରୁ ମୋଟ ୬୨ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପତ୍ତା ମିଳିପାରି ନାହିଁ। ଏହା କହିଛନ୍ତି ଖୋଦ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଖୋଜାଖୋଜି ଜୋରସୋରରେ ଚାଲିଥିବା