Odia News Portal
Browsing Tag

latest odia news

ସଜେଇ ହେଲେଣି ଲିଙ୍ଗରାଜ।

ପ୍ରତିବର୍ଷ ପରି ଏଥର ମଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଆୟୋଜନ କରାଯାଇଛି। ଏହି ୩୪ ତମ ଜାତୀୟସ୍ତରୀୟ ଭଜନ ସମାରୋହରେ ପୁଣି ଯୋଗେ ଦେବେ ଭାରତର ଖ୍ୟାତନାମା ଭଜନ ଗାୟିକା କଣ୍ଠଶିଳ୍ପୀ ଅନୁରାଧା ପୌଡ୍‌ୱାଲ୍‌।

ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌

ହକି ବିଶ୍ବକପ୍‌ ପରେ ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ବର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି।

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ, ଭାରତୀୟ ଖେଳାଳୀ ପୂଜାରାଙ୍କର ପୁରିଲା ଶତତମ ଟେଷ୍ଟମ୍ୟାଚ

ଆଜି ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି। ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୪.୫ ଓଭର୍‌ ଖେଳି ବିନା କୌଣସି ୱିକେଟ୍‌ ହରାଇ

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ

ଲକ୍ଷ୍ନୌ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ସରକାରୀ ପରିଚାଳିତ ଶିଶୁ ସଦନରେ ୪ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ୫ ଦିନ ମଧ୍ୟରେ ୪ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ଘଟଣାକୁ ବିରୋଧ କରି ଅସନ୍ତୋଷ ତେଜିଛି। ସମସ୍ତ ମୃତ ଶିଶୁଙ୍କ ବୟସ ଦେଢ଼ ମାସରୁ ୫ ମାସ ମଧ୍ୟରେ। ଉକ୍ତ ଘଟଣାରେ ଏକ

ନିକି ହତ୍ୟା ମାମଲା: ପରିବାରଙ୍କ ଦାବି ସାହିଲକୁ ମୃତ୍ୟୁଦଣ୍ଡ

ଦିଲ୍ଲୀରେ ନିକି ଯାଦବ ହତ୍ୟା ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ଆଜି ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିଛନ୍ତି। ହତ୍ୟାକାରୀ ସାହିଲ ଗେହଲଟ ତା’ର ଲିଭ୍-ଇନ୍ ସଂଗିନୀ ନିକିଙ୍କୁ ଗୋଆରେ ହିଁ ହତ୍ୟା କରିବାକୁ ଯୋଜନା କରିଥିଲା। କିନ୍ତୁ ଟିକଟ ହୋଇନପାରିବାରୁ ସାହିଲ ତା’ ଯୋଜନା ବଦଳାଇ

ଚୀନ ବେଲୁନ୍ ତଳକୁ ଖସାଇବା ପାଇଁ ସେ କୌଣସ କ୍ଷମା ମାଗିବେ ନାହିଁ:ଜୋ ବାଇଡେନ

ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍ର ହାଇ-ଟେକ୍ ‘ସ୍ପାଏ ବେଲୁନ୍’କୁ ଖସାଇବା ବିଷୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ରାଷ୍ଟ୍ରପତି ଜି’ଙ୍କ ସହିତ

ବିଶ୍ବ ହିନ୍ଦୀ ସମ୍ମିଳନୀରେ ଫିଜି ରାଷ୍ଟ୍ରପତିଙ୍କ ପ୍ରିୟ ହିନ୍ଦୀ ସିନେମା

ଗୁରୁବାର ଦିନ ଫିଜିର ରାଜଧାନୀ ସୁବାରେ ଆୟୋଜିତ ବିଶ୍ବ ହିନ୍ଦୀ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଫିଜିର ରାଷ୍ଟ୍ରପତି ୱିଲିଏମେ କାଟୋନୋଭିୟର୍‌ଙ୍କ ଉପରେ ହିନ୍ଦୀ ସିନେମାର ପ୍ରଭାବ ଏବଂ ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କଥା କହିଛନ୍ତି। ଜୟଶଙ୍କର

କେମିତି କଟିବ ଦିନ

ମେଷ : ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିକୋଣରେ ଲାଭଦାୟୀ ରହିବ। ଧନଲାଭ ସହିତ ଲମ୍ବା ସମୟ ପାଇଁ ଧନର ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନରେ ଆଜି ଆପଣ ସୁସ୍ଥତା ଅନୁଭବ କରିବେ। ଆପଣଙ୍କ ଦିନ ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆମୋଦ-ପ୍ରମୋଦରେ କଟିବ। ଦିନର

ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌ ଉନ୍ନତୀକରଣ

ହକି ବିଶ୍ବକପ୍‌ ପରେ ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ବର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି। ବିଶେଷକରି