Odia News Portal
Browsing Tag

mahanga

ଜମିଜମା ବିବାଦକୁ କେନ୍ଦ୍ର କରି,ବଡ଼ ଭାଇର ପରିବାରକୁ ନାଶ କଲା ସାନ ଭାଇ

ସୀମା ଟପିଲା ପାରିବାରିକ କଳହ। ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ। ବଡ ଭାଇ ପରିବାରରଙ୍କୁ ମାରି ହତ୍ୟା କଲା ସାନ ଭାଇ। ଏଭଳି ଏକ ଘଟଣା ଘଟିଛି ମାହାଙ୍ଗା କୁସୁପୁର ପଞ୍ଚାୟତ କୁସୁପୁର ଗ୍ରାମରେ।  ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ୍ ଓ ସାଲେପୁର ଏସଡିପିଓ ପହଁଚି ତଦନ୍ତ ଚଳାଇନ୍ତି। ୫ ଜଣ ମୃତକ…

ଆଜି ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅନ୍ତର୍ଗତ ସମସରପୁର ଗ୍ରାମର ଗ୍ରାମ ଦେବତା ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ ପାଳିତ ହେଉଅଛି। ଆଜି ସୁଭଲଗ୍ନ ମୁତାବକ ଦିବା ୧୦.୪୩ ମିନିଟ୍ ଗତେ ପୁଜା କାର୍ଯ୍ୟ ଆରମ୍ଭ କରାଯାଇଅଛି।…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ…

ଜୀବନ ନେଲା ଭାଉଜ ପ୍ରେମ, ଭାଇକୁ ହାଣିଲା ଭାଇ

କଟକ: କାଳ ହେଲା ଭାଉଜ ପ୍ରେମ । ବିବାହିତ ହୋଇ ମଧ୍ୟ ଭାଉଜଙ୍କୁ ଟଣା ଓଟରା କରୁଥିବା ଅଭିଯୋଗ । ବଡ଼ ଭାଇ ରାଗି ଯାଇ ସାନ ଭାଇକୁ ହତ୍ୟା କରିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ…

ଅନାଥ ଶିଶୁକୁ ଆପଣାଇବ ବା କିଏ ?

ମାହାଙ୍ଗା: ୧୪ବର୍ଷର ପିଲାଟିଏ । ଦୁନିଆକୁ ବୁଝିବା ଆଗରୁ ହୋଇଗଲା ମା ଛେଉଣ୍ଡ । ସ୍ନେହ ପାଇବା ଆଗରୁ ମା କୁ ଛଡାଇ ନେଲା ଦଇବ । କୋହ ଓ ଲୁହର ଏ କାହାଣୀ ଆସିଛି କଟକ ଜିଲ୍ଲା ବେଗୁନିଆ ପଡାରୁ ।.. ସିଦ୍ଧାର୍ଥ ଦାସ । ଡାକ ନା- ହେଲମେଟ । ଯେଉଁଠି ବସୁଛି ବସି ରହୁଛି । ଯେଉଁଠି ପାରୁଛି ଶୋଇ…

ସ୍ୱାଧିକାର ନ୍ୟୁଜର ମହାପ୍ରଭାବ, ଅସହାୟଙ୍କୁ ମିଳିଲା ସହାୟତା

ମାହାଙ୍ଗା: ଖବର ବାଜିଲା , ପ୍ରଭାବ ପଡିଲା । ଅସହାୟଙ୍କ ପାଖେ ପହଁଚିଲା ସହାୟତାର ହାତ । ଆଉ ସହାୟତାର ହାତ ବଢାଇଲେ ସାମାଜିକ ସଙ୍ଗଠନ । ସ୍ୱାଧିକାର ନୁଜ୍ର ମହାପ୍ରଭାବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓଡଖଣ୍ଡ ଗାଁର ଜିତୁନ କୁମାର ଦାସ । ଗଲା ୨ ବର୍ଷ ହେବ କିଡ୍‌୍‌ନୀ ରୋଗରେ ଆକ୍ରାନ୍ତ…

ରାସ୍ତାରେ ଧାନଗଛ ଲଗାଇଲେ ଲୋକେ

ମାହାଙ୍ଗା: ରାସ୍ତା ବୁଡି ରହିଛି କାଦୁଅରେ । ଏଦୃଶ୍ୟ ହେଉଛି ମାହାଙ୍ଗା ଇଟାମୁଣ୍ଡଳି ଗାଁର । ଟିକେ ବର୍ଷା ହେଲେ ବି ଏଠାରେ ହୋଇଯାଏ ଆଣ୍ଠୁଏ ଅଣ୍ଠୁଏ ପାଣି । ସମସ୍ତେ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥାନ୍ତି ଗାଁ…

କିଏ ବୁଝିବ ଦଉଡ଼ି କାରିଗରଙ୍କ ଦୁଃଖ

ମାହାଙ୍ଗା: ପାଖେଇ ଆସୁଛି ଓଡିଶାର ଗଣପର୍ବ ରଜ । ଗାଁ ଠୁ ସହର ଯେଉଁ ପର୍ବରେ ଉତ୍ସବମୁଖର ହୋଇଉଠେ ସେଇ ରଜ ପର୍ବର ମୁଖ୍ୟ ଅଂଶ ଦୋଳି ଖେଳ । ତେବେ ଦୋଳି ଖେଳ ପାଇଁ ଦଉଡି ଆବଶ୍ୟକ ହେଉଥିବା ବେଳେ ଏହି ଦଉଡି ପ୍ରସ୍ତୁତକାରୀଙ୍କ ପେଟକୁ ଲାତ ମାରିଛି କରୋନା । ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା…

ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ତାତି

ଭୁବନେଶ୍ୱର: ବିଧାନସଭା ଗୃହରେରେ ଉଠିଲା ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି । ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି…