Odia News Portal
Browsing Tag

odisha latest news

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଚହିତେଦାର ସେଲିବ୍ରିଟିଙ୍କ ଶିକ୍ଷାଗତ ଯୋଗ୍ୟତା?

ବଲିଉଡର କ୍ୟୁଟ କପଲ କୁହାଯାଉଥିବା କିଆରା ଅଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଫାଇନାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁଇଜଣ ଅଗ୍ନିକୁ ସାକ୍ଷୀ ରଖି ୭ ଫେବୃୟାରୀ ରେ ରାଜସ୍ଥାନ ସ୍ଥିତ ଜୟସାଲମେରର ସୂର୍ଯ୍ୟଗଡ ପ୍ୟାଲେସଠାରେ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି । ହେଲେ ଆପଣ…

ଆରଏସପିରୁ ଗଲାଣି ୩୮୪.୮୬ ଟନ ଅକ୍ସିଜେନ

ରାଉରକେଲା: ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଓଡ଼ିଶା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତରଳ ମେଡିକାଲ ଅମ୍ଲଜାନ। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ୭ଟି ରାଜ୍ୟକୁ ତରଳ ମେଡିକାଲ ଅମ୍ଲଜାନ ପଠାଇସାରିଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ। ଗତକାଲି ରାଉରକେଲା…

ସିଏମ୍ ରିଲିଫ ପାଣ୍ଠିକୁ ଏସ୍ଏନ୍ କମ୍ପାନୀର ୧ କୋଟି ଦାନ

ଭୁବନେଶ୍ୱର:   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍‌.ଏନ୍‌.ମହାନ୍ତି ମାଇନିଂ ଏବଂ ଷ୍ଟିଲ୍‌ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ…

୩.୮୮ କୋଟି ଟିକା କିଣିବ ଓଡ଼ିଶା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଓ କୋଭାକ୍ସିନ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କୋଭିଡ…

ଅକ୍ସିଜେନ ପାଇଁ ଦିନରାତି କାମ କରୁଛନ୍ତି ଇସ୍ପାତ କାରଖାନା

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ…

ମହାରାଷ୍ଟ୍ର ଅଭିମୁଖେ ଅକ୍ସିଜେନ୍ ଏକ୍ସପ୍ରେସ୍

ଭୁବନେଶ୍ୱର : ଭାରତୀୟ ରେଳବାଇର ପ୍ରଥମ ଅକ୍ସିଜେନ୍ ଲୋଡ୍ ରୋଲ୍ ଅନ୍-ରୋଲ୍ ଅଫ୍ (ରୋରୋ) “ଅକ୍ସିଜେନ୍ ଏକ୍ସପ୍ରେସ୍” ଆଜି ସନ୍ଧ୍ୟାରେ ବିଶାଖାପାଟନମ୍ ର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ଼ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଅଛି | ଏହା ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ…