ବିଧାୟକଙ୍କୁ କଂଗ୍ରେସର ଟାର୍ଗେଟ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ ଦେଶୀ ମଦ, ଗଞ୍ଜେଇ ଏବଂ ବ୍ରାଉନ ସୁଗାର କାରବାର ନିଜର ପସରା ମେଲେଇ ଚାଲୁଥିବା ବେଳେ ଏଥିପ୍ରତି ନିରବଦ୍ରଷ୍ଟ୍ରା ସାଜିଛି ପୋଲିସ | ଏପରିସ୍ଥଳେ ଭଦ୍ରକରେ ଏସଟିଏଫ୍ ଦ୍ବାରା ୧ କୋଟି ଟଙ୍କାରୁ ଉର୍ଦ୍ଧ ବ୍ରାଉନସୁଗାର ସହ ଗିରଫ ଅଭିଯୁକ୍ତଙ୍କ ଲିଙ୍କ ଶାସକ ଦଳ ସହ!-->…
