ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର
ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ!-->…
