Odia News Portal
Browsing Tag

political news

ରାଜନୀତିରୁ ସନ୍ନ୍ୟାସ ନେବେ ସୋନିଆ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବାକୁ ଆଜି ସଙ୍କେତ ଦେଇଛନ୍ତି। ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ବିତୀୟ ଦିନରେ ଉଦ୍‌ବୋଧନ ଦେଇ ସୋନିଆ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା‌ ସହ ମୋର ଇନିଂସ ‌ଶେଷ ହୋଇପାରେ। ୨୦୦୪ ଏବଂ ୨୦୦୯ରେ…

ବିଜେପିରେ ଯୋଗ ଦେଲେ ‘ଆମ୍ ଆଦ୍‌ମୀ ପାର୍ଟି’ର ପବନ ସେରାୱତ୍

ଆଜି ‘ଆମ୍‌ ଆଦ୍‌ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍‌ସିଲର୍‌ ପବନ ସେରାୱତ୍‌ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି। ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି। ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍‌ ଅଭିଯୋଗ କରିଛନ୍ତି ଯେ,…

କଂଗ୍ରେସ ଅଧିବେଶନରେ ଯୋଗ ଦେବେନାହିଁ ସୋନିଆ, ରାହୁଲ, ପ୍ରିୟଙ୍କା

ଛତିଶଗଡ଼ର ରାୟପୁରରେ ଆୟୋଜନ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ କଂଗ୍ରେସ ଅଧିବେଶନରେ ଆଜି ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ କାର୍ଯ୍ୟକର୍ତ୍ତା ନିର୍ବାଚନ ବିଷୟରେ ଆଲୋଚନା ହେବ, କିନ୍ତୁ ଏଥିରେ ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ପୁଅ ରାହୁଲ୍‌ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ…

ଚାଉଳ ବନ୍ଦ ପ୍ରସଙ୍ଗରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ କେନ୍ଦ୍ର ବନ୍ଦ କରିବା ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେଡି । ଆଜିଠାରୁ ୧୬ ତାରିଖ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି । ଆଜି ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ…

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା…

ଚବିଶ ପାଇଁ ଚପାକସିଆ କସରତ, ନବେ ଦଶକର ନେତାଙ୍କ ଉପରେ ନଜର

ଭୁବନେଶ୍ୱର ; ୨୦୨୪ ପୂର୍ବରୁ ୨୦୨୨ ହେବାକୁ ଯାଉଛି ରାଜନୈତିକ ସେମିଫାଇନାଲ । ରାଜ୍ୟରେ ସବୁ ଦଳ ପାଇଁ ଆସନ୍ତାବର୍ଷ ହେବାକୁ ଯାଉଛି ଏସିଡ ଟେଷ୍ଟ । କିଏ କିଣିବ ମନ, କିଏ କରିବ ଶାସନ । ୨୨ କହିବ ୨୪ ଫଳାଫଳ । ୨୦୨୨ ଦ୍ୱିତୀୟାର୍ଦ୍ଧରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାର…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: କୋଭିଡ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାର ମିଛ କହୁଥିବା କହିଛି କଂଗ୍ରେସ । କୋଭିଡରେ ମୃତ୍ୟୁକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି । ମଶାଣୀ ରିପୋର୍ଟ ଓ ସରକାରୀ ରିପୋର୍ଟରେ ତାଳମେଳ ରହୁନାହିଁ । ସରକାର କୋଭିଡ ମୃତ୍ୟୁକୁ ଲୁଚାଉଥିବା…

କରୋନାରେ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ୍ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କରୋନା ନେଲା ଆଉ ଏକ ନେତାଙ୍କ ଜୀବନ । ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଏପ୍ରିଲ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ…

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଜୟ ନେଇ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ହ୍ୟାଟ୍ରିକ ବିଜୟ ପରେ ନବୀନ ମମତାଙ୍କ ସହ କଥା ହୋଇଛନ୍ତି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୯୨ ଆସନରେ ଅନୁଷ୍ଠିତ ହୋଇଥିଲା ।…