ପିପିଲିରେ ବିଜେଡି ଭୋଟର ପିଛା କେତେ ଟଙ୍କା ବାଣ୍ଟିଲେ, ସୁର ଦେଲେ ହିସାବ, ଦେଖନ୍ତୁ ପୁରା ଭିଡିଓ
ଭୁବନେଶ୍ୱର: ନିକଟରେ ସରିଛି ପିପିଲି ଉପନିର୍ବାଚନ । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଫଳାଫଳ । ତେବେ ଏହା ପୂର୍ବରୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାତ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ପିପିଲିରେ ବିଜେଡି ପ୍ରବଳ ଟଙ୍କା!-->…