Odia News Portal
Browsing Tag

poltics

ବିଜେପିରେ ମିଶିଲେ ସଞ୍ଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସଞ୍ଜୀବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪…

କାହିଁକି ଇସ୍ତଫା ଦେଲେ କାରଣ କହିଲେ ସିଦ୍ଧୁ

ସ୍ତଫା ପରେ ମୁହଁ ଖୋଲିଛନ୍ତି ନବଜୋତ ସିଂ ସିଦ୍ଧୁ । ଆଜି ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଟ୍ବିଟ କରିଥିବା ଭିଡିଓରେ ସେ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମୁଁ ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି । ମୁଁ ଏହା ଉପରେ କଦାପି ଆପୋଷ…

ରାଜନୀତିକୁ ଆସିବେ ଦୀପ ସିଦ୍ଧୁ

ରାଜନୀତିକୁ ଏଣ୍ଟ୍ରି କରିବେ ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗଢ଼ିବେ ନିଜର ନୂଆ ଦଳ। ନିଜ ନୂଆ ରଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ।- ସିଦ୍ଧୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଅଭିନେତା ବୁଧବାର…

ଆଜି ମତଦାନ କେନ୍ଦ୍ରକୁ ଯିବେ କର୍ମଚାରୀ

ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍‌…

ଦୁର୍ଗା ମୁର୍ତ୍ତିର ଉଚ୍ଚତା ବିବାଦକୁ ନେଇ କଟକ ବିଜେଡିରେ ଫାଟ

ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିଜେଡିର କଟକ ସଂଗଠନର କଳି ପଦାରେ ପଡିଛି । ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ରଖିବା ପାଇଁ ସରକାରଙ୍କ ନିଷ୍ପତି ପରେ ଗତ ଶନିବାର ଦିନ କଟକ ମହାନଗର ଶାନ୍ତି କମିଟି ଏବଂ ଦୁର୍ଗା ପୂଜା କମିଟି ବୈଠକରେ ଭର୍ତ୍ତୁହରି ମହତବଙ୍କ ମନ୍ତବ୍ୟକୁ ବିରୋଧ କରି…

ପୁଣି ଚର୍ଚ୍ଚାରେ ବାବୁଲ ସୁପ୍ରିୟୋ

ଗୋଟିଏ ଦିନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଫେସ୍‌ବୁକ୍‌ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଟିଏମସିର କୃଣାଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି । ବେଙ୍ଗଲୀରେ ଲେଖିଥିବା…

ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ଜାତୀୟ ରାଜନୀତିରେ ଏକ ବଡ ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସାମଜ ସେବା କରିବାକୁ ସେ ରାଜନୀତିରେ…