Odia News Portal
Browsing Tag

raid

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ…

୭ ହଜାର ଲିଟର କିରୋସିନ ଜବତ, ଜଣେ ଅଟକ

ଜଟଣୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଗୋଟିଏ ଗ୍ରାମର ଦୁଇଟି ପୃଥକ ପୃଥକ ଜାଗାରୁ ୩୨ଟି ୨୦୦ଲିଟର ଟିଣ ଡ୍ରମ ଏବଂ ୧୬ଟା ୫୦ଲିଟର ପ୍ଲାଷ୍ଟିକ ଡ୍ରମରେ ବେଆଇନ୍ ଭାବେ ସାତ ହଜାର ଲିଟର କିରୋସିନ୍ ପୋଲିସ ହାତରେ ଧରାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଯାଆଁଳା…

କଟକରେ ବନ୍ଧୁକ ରାକେଟ୍ ଠାବ

କଟକ: ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି କଟକ । ବାରମ୍ବାର ଏଠାରୁ ଚୋରା ବନ୍ଧୁକ ଧରା ହେଉଥିବା ନଜରକୁ ଆସୁଛି । କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧…

କଟକରେ ସେକ୍ସ ରାକେଟ୍ ଠାବ

କଟକ: ଲକଡାଉନରେ ମାତିଛନ୍ତି ଦେହ ବ୍ୟବସାୟୀ । କଟକର ଏକ ହୋଟେଲରେ ଠାବ ହୋଇଛି ରାକେଟ୍ । ପିଲିଗ୍ରୀମ ରୋଡରେ ଥିବା ଏକ ହୋଟେଲରେ ରାକେଟ ଚାଲିଥିବା ବେଳେ ମାଡ଼ି ବସିଥିଲା ମାଲଗୋଦାମ ଥାନା ପୋଲିସ । ରାକେଟ ଚଳାଉଥିବା ମହିଳା କିଙ୍ଗପିନ ଜଣେ ଗ୍ରାହାକ ଓ ହୋଟେଲ ମାଲିକଙ୍କୁ ଅଟକ ରଖି ପଚରା ଉଚରା…

ସମ୍ବଲପୁରରୁ ଜବତ ହେଲା ନକଲି ଔଷଧ

ସମ୍ବଲପୁର: କରୋନା ସମୟରେ ମାତିଛନ୍ତି ଅସାଧୁ ମେଡିସିନ ବ୍ୟବସାୟୀ । କାଲି କଟକ ଆଉ ଆଜି ସମ୍ବଲପୁରରୁ ଜବତ ହୋଇଛିନକଲି ମେଡିସିନ । ଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ…

କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌

କଟକ: କରୋନା ଆକ୍ରାନ୍ତ ପାଇଁ ଫାଭିପିରାଭିର ମେଡିସିନ ବ୍ୟବହାର ହେଉଛି । ଏହାକୁ ବ୍ୟବହାର କରିବା ଲାଗି ଡାକ୍ତରମାନେ କହୁଛନ୍ତି । ଏଣୁ ଲୋକେ ଆଗୁଆ ଘରେ ମେଡିସିନ ଗଛିତ ରଖୁଛନ୍ତି । ଯାହାର ଫାଇଦା ନେଇ ନକଳି ମେଡିସିନ ବିକୁଛନ୍ତି କିଛି ଅସଭ୍ୟ ଦୋକାନୀ । ଆଜି ଏଭଳି ଏକ ଦେକାନରେ ଚଢ଼ାଉ…

୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ରାତି ଅଧରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ଥାନା ପୋଲିସ ହାବୁଡ଼ରେ ଧରାପଡିଛି । ସେପଟେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ୭୦ ଲକ୍ଷରୁ…

ବିପୁଳ ବିଦେଶୀ ମଦ ଜବତ

ନୀଳଗିରି: ଲକଡାଉନରେ ମାତିଛନ୍ତି ମଦମାଫିଆ । ଅନଲାଇନରେ ମଦ ମକ୍ଟଳରଥିଲେ ସୁଦ୍ଧା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଚୋରା ମଦ ବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଢ଼ାଦରରେ ମଦ ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୋରା ମଦ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି…