Odia News Portal
Browsing Tag

sill

ରାଜଧାନୀରେ ସିଲ୍ ହେଲା ଆଉ ଏକ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: କୋଭିଡ୍ ଗାଡ୍ଲାଇନକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ବିଏମସି ପକ୍ଷରୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । କଟକଣା ଅମାନ୍ୟ କରୁଥିବା ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ସିଳ୍ କରୁଛି ବିଏମସି । ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା…

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

କନ୍ଧମାଳ: ମାତିଛନ୍ତି ଜଙ୍ଗଲ ମାଫିଆ । କୋଟଗଡ଼ ବନାଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ବନ ବିଭୠ । ୧୦୨ ଖଣ୍ଡ ଶାଳ କାଠ ସହ ଗୋଟିଏଲ ବୋଲୋରୋ ଗାଡ଼ି ଜବତ କରାଯାଇଛି । ଗତକାଲି ବିଳମ୍ବିତ ରାତ୍ରି ରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟ ରେ ଏକ…

ବିଶାଲ ସୋରୁମ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ରହିଛି ବିଏମସି । ଭୁବନେଶ୍ୱରରେ କୋଭିଡ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ । ଆଜନ୍ରାଜଧାନୀର ବଡ଼ ବଡ଼ ସୋରୁମ୍ ସିଲ୍ କରିଛି ବିଏମସି । ଇନ୍ଦ୍ରଧନୁ ମାକେର୍ଟରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଛି ବିଏମସି । ଏହାସହ ରାଜଧାନୀର…

ଭୁବନେଶ୍ୱରରେ ୭ଟି ମଦ ଦୋକାନ ସିଲ୍‌

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ରାଜଧାନୀରେ ୭ଟି ମଦ ଦୋକାଲ ସିଲ କରିଛି ବିଏମସି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସହିଦ ନଗର, ବାପୁଜୀ ନଗର, ଡମଣା, ରସୁଲଗଡ଼ ଓ କେୟାର ହସ୍ପିଟାଲ ଛକରେ ଥିବା ମଦ ଦୋକାନ ସିଲ୍ କରିଛି ବିଏମସି । କରୋନା ସମୟରେ ଏମାନେ ଗହଳି କରୁଥିବା…

ତାରିଣୀ ବସ୍ତ୍ରାଳୟ ସିଲ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଲୁଗା ଦୋକାନ ମା ତାରିଣୀ ବସ୍ତ୍ରାଳୟ ସିଲ କରିଛି ବିଏସି । ଏହି ଦୋକାନକୁ ୭୫ ହଜାର ଟଙ୍କାର ଫାଇନ କରିଛି ବିଏମସି । ସେପଟେ ଏଠାକୁ ଆସିଥିବା ଗ୍ରାହାକଙ୍କୁ ୫ହଜାର ଟଙ୍କା ଲେଖାଏଁ ମଧ୍ୟ ଫାଇନ କରାଯାଇଛି । ତେବେ ୫ଜଣ ଗ୍ରାହାକଙ୍କଠାରୁ ୨୫ ହଜାର…

ଭୁବନେଶ୍ୱର ଏକ ନମ୍ବର ହାଟ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପ୍ରସିଦ୍ଧ ଏକ ନମ୍ବର ହାଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଲା ବିଏମସି । ଉଭୟ ହୋଲସେଲର ଓ ଣିଟେଲର ବ୍ୟବସାୟୀଙ୍କ ଲାଗି ବନ୍ଦ ରହିବ ହାଟ । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଠାରେ…

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ…

ସିଲ୍ ହେଲା ଆମିଷ ଦୋକାନ, ୩ ଗିରଫ

ଭୁବନେଶ୍ୱର: କୋଭିଡ ନିୟମ ଉଲଙ୍ଘନ କରିଥିବା ଆମିଷ ଦୋକାନକୁ ସିଲ କରିଛି ପୋଲିସ । ଭୁବନେଶ୍ୱର ପଟିଆସ୍ଥିତ ‘ଦ ନନଭେଜ ୱାଲ୍ଡ’କୁ ସିଲ୍ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଅନଲାଇନ ଓ ଅଫ ଲାଇନରେ ଏହି ଦୋକାନ ବିକ୍ରି କରୁଥିବା ବେଳେ ପ୍ରବଳ ଲୋକଙ୍କ ଭିଡ…

ଲକଡାଉନରେ ବେପାର କରିବା ପଡିଲା ମହଙ୍ଗା

ଭୁବନେଶ୍ୱର: ଲକଡାଉନରେ ଦୋକାନ ଆଗପଟୁ ସଟର ପକାଇ ଭିତରେ ବେପାର କରୁଥିଲେ ଦୋକନୀ । ମାଡି ବସିଲା ପୋଲିସ । ଶେଷରେ ଦୋକାନକୁ କରାଯାଇଛି ସିଲ । ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନକୁ ସିଲ କରିଛି କମିଶନରେଟ୍ ପୋଲିସ । ରଜ ଲାଗି ଲୋକେ ନୂଆ କପଡା କିଣୁଥିବାରୁ…