Odia News Portal
Browsing Tag

Sushant

ଦିଶାଙ୍କ ମୃତ୍ୟୁ ଖବର ଶୁଣି ବେହୋସ୍ ହୋଇଯାଇଥିଲେ ସୁଶାନ୍ତ

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ। ଏହି ମାମଲାରେ ଏବେ ସିବିଆଇ ହାତରେ ଲାଗିଛି ଏକ ବଡ ସୁରାକ୍। ତାହା ହେଲା ସୁଶାନ୍ତଙ୍କ ଫ୍ଳାଟମେଟ୍ ସିଦ୍ଧାର୍ଥ ପିଠାନୀ କରିଛନ୍ତି ବଡ ଖୁଲାସା। ସିବିଆଇକୁ ସୂଚନା ଦେଇ ସିଦ୍ଧାର୍ଥ କହିଚନ୍ତି…

ରିମାଣ୍ଡରେ ଗଲେ ସୌଭିକ

ମୁମ୍ବାଇ()  ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ବା ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ । ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର…

ପୁଣି ସିବିଆଇ କାର୍ଯ୍ୟାଳୟରେ ରିୟା

ମୁମ୍ବାଇ()  ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ସିବିଆଇ ନେବା ପରେ ଖୋଳତାଡ଼ ଜୋର ଧରିଛି  । ସିବିଆଇରେ ଆଜି ହାଜର ହୋଇଛନ୍ତି ରିୟା ଚକ୍ରବର୍ତୀ  । ଭାଇ ସୌଭିକଙ୍କ ସହ ସେ ସିବିଆଇ କାର୍ଯ୍ୟାଳୟରେ ପହଁଚିଛନ୍ତି  । ପୂର୍ବରୁ ସୌଭିକଙ୍କୁ ବହୁବାର ଜେରା ହୋଇଥିବାବେଳେ…

ଆସିଲା ସୁଶାନ୍ତଙ୍କ ଆକାଉଣ୍ଟ ଡିଟେଲ୍ସ, ଜାଣନ୍ତୁ

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏଫଆଇଆର ରୁଜୁ ହେବା ପରେ ଯାଞ୍ଚ ପାଇଁ ମୁମ୍ବାଇ ପହଁଚିଥିଲା ବିହାର ପୋଲିସ। ବିହାର ପୋଲିସ ବ୍ୟାଙ୍କରୁ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଡିଟେଲ୍ସର ବିବରଣୀ ହାସଲ କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ କେବେ, ଆଉ…

ଆତ୍ମହତ୍ୟା ପୂର୍ବ ରାତିରେ ହୋଇନଥିଲା କୌଣସି ପାର୍ଟି

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଳାରେ ଳଗାତାର ନୂଆ ଖୁଲାସା ହେବାରେ ଲାଗିଛି।  ସୁଶାନ୍ତଙ୍କ ଚାକର ଏବେ ବିହାର ପୋଲିସ ଆଗରେ ବୟାନ ଦେଉଛନ୍ତି ଯେ, ଆତ୍ମହତ୍ୟା ପୂର୍ବ ରାତିରେ ସୁଶାନ୍ତଙ୍କ ଘରେ କୌଣସି ପ୍ରକାର ପାର୍ଟି ହୋଇନଥିଲା। ସୁଶାନ୍ତଙ୍କ ଚାକର…

ବଲିଉଡର ‘ବିଷକନ୍ୟା’ରିୟା

ମୁମ୍ବାଇ () ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସିବାରେ ଲାଗିଛି । ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି । ଅପରପକ୍ଷରେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହଙ୍କ ବୟାନ ଓ ଲିଖିତ ଅଭିଯୋଗ ଆଧାରରେ ରିୟା ଚକ୍ରବର୍ତ୍ତୀ ସମେତ ୬ ଜଣଙ୍କ ବିରୋଧରେ…

କାହିଁକି ମାସକରେ ୫୦ଥର ସିମ୍ ବଦଳାଇଥିଲେ ସୁଶାନ୍ତ ?

ପାଟନା () ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଅଭିନେତା ଶେଖର ସୁମନ। ​‌ବିହାରର ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘରେ ସାମ୍ବାଦିକ ସମ୍ମିଳନୀ ଡାକି ଶେଖର ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ବିବେଚନା ନକରି ଏହି ଘଟଣାର…

ଏହି ତାରିଖରେ ମୁକ୍ତିଲାଭ କରିବ ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ()ପ୍ରଶଂସମାନେ ଆଜି ପର୍ଯ୍ୟନ୍ତ ବି ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱସା କରିପାରୁ ନାହାନ୍ତି ।ଏହରି   ଭିତରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ପୋଷ୍ଟର ରିଲିଜ୍ ହୋଇସାରିଛି ।  ସୁଶାନ୍ତ ଜଣେ ଉକ୍ରୃଷ୍ଟ କଳାକାର ଥିଲେ , ଯେ କି ଅନେକ ହିଟ୍ ଫିଲ୍ମରେ କରିବା ସହ ଟିଭି…

ଗୋଟିଏ ଫିଲ୍ମ ପାଇଁ ସୁଶାନ୍ତ ନେଉଥିଲେ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଖବର ଶୁଣି ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଧ। ଗୋଟିଏ ପଟେ ତାଙ୍କର ଫ୍ୟାନମାନେ ଶୋକରେ ବୁଡି ରହିଥିବା ବେଳେ ପୋଲିସ ପ୍ରତିଟି ଆଙ୍ଗେଲରୁ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ କରୁଛି। ପୋଲିସ ଲଗାତାର ବିଭିନ୍ନ ପ୍ରକାର…

ସୁଶାନ୍ତ ସିଂଙ୍କ ଦେହାନ୍ତରେ ଆଇପିଏସ ଅମିତାଭ ଠାକୁରଙ୍କ ଶୋକ

ଭୁବନେଶ୍ବର() ଓଡିଆ କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଟ୍ବିଟ ଯୋଗେ ଗଭିର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, "କିଛି ଦିନ ପୁର୍ବେ ଆମେ କଥା ହୋଇଥିଲୁ । ମୋ ବାହାଘରରେ ସବୁଠାରୁ ଅଧିକ ନାଚି ଥିଲ ଓ ମସ୍ତି କରିଥିଲ…