Odia News Portal
Browsing Tag

swadhikar news

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଏକ ସପ୍ତାହ ପାଇଁ ବିଶ୍ରାମ ନେବା ପାଇଁ ଡାକ୍ତରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା…

୮ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଆଜି କଟକ କମିସନରେଟ ପୋଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି କଟକ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ…

ଜାଲିଆତି ମାମଲାରେ ବରିଷ୍ଠ କିରାଣି ନିଲମ୍ବିତ

ମାଲକାନାଗିରି: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ…

ଆଉ ୧୧୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା…

ବାଘ ମୃତ୍ୟୁ ଘଟଣାରେ: ୬ ଗିରଫ

ଗଞ୍ଜାମ: ବୁଗୁଡ଼ା ବନାଞ୍ଚଳର କଲରାପତରିଆ ବାଘ ମୃତ୍ୟୁ ଘଟଣା । ଫାଶ ପକାଇ ଥିବା ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ବନଖଣ୍ଡ ଅଧିକାରୀ ଫକୀର ବେହେରା । ଗତ ୨୮ ତାରିଖରେ ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଥିଲା କଲରାପତରିଆ ବାଘ । ତେବେ…

ଭଦ୍ରକରେ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ

ଭଦ୍ରକ: ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ । ଏନେଇ ପ୍ରସ୍ତୁତ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ । କାର୍ଯ୍ୟକ୍ରମରେ ସାମିଲ ହେବେ ଦଳର ବହୁ ଯୁବନେତା । ଭର୍ଚୁଆଲ ମାଧ୍ୟମରେ ଯୁବ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।…

୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ୩ ଦିନ କରୋନା ଟିକାକରଣ ବନ୍ଦ ରହିବ । ଆଜିଠାରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ ତାରିଖଠାରୁ ରାଜ୍ୟରେ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କୁସୁପୁର ସେତୁ ଲୋକାର୍ପିତ

କଟକ:ବିରୂପା ନଦୀ ଉପରେ ବାଲିଚନ୍ଦ୍ରପୁର ବଡ଼ଚଣା ରାସ୍ତାକୁ ସଂଯୋଗ କରୁଥିବା ସେତୁକୁ ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ | ମାହାଙ୍ଗା କୁସୁପୁର ବିରୂପା ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ବ୍ୟୟ ମଞ୍ଜୁରରେ ନିର୍ମିତ ବହୁପ୍ରତିକ୍ଷିତ ୨୭୩.୭୨ମିଟର ଦୂରତା ବିଶିଷ୍ଟ ସେତୁକୁ…

ତେଲ ଦର ନକମିଲେ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ଦିନ କୁ ଦିନ ବଢ଼ି ଚାଲିଛି। ତେବେ ତେଲ ଦର ନକମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବା କଥା କହିଛି କଂଗ୍ରେସ । ବ୍ରହ୍ମପୁରରେ ଆୟୋଜିତ ସହିଦ୍‌ ଦିବସ ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ପିସିସି ସଭାପତି…

ପ୍ରେମିକ ଆସିଲା ବାବା ବେଶରେ, ତା’ପରେ…..

ଯାଜପୁର: ପ୍ରେମିକା ପାଇଁ ଧାରଣ କରିଥିଲେ ବାବା ବେଶ କିନ୍ତୁ ପିଲାଚୋର ଭାବିନେଲେ ଲୋକ | ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ କଲୋନୀରେ ପ୍ରେମିକା ଘରକୁ ବାବା ବେଶରେ ଆସି ହଟହଟା ହୋଇଛନ୍ତି ଯୁବକ । ସୂଚନା ଅନୁସାରେ ପ୍ରେମିକାର ବାହାଘର ଠିକ୍ ହୋଇଯିବା ପରେ ଯୁବକ ଜଣଙ୍କ ବାବା ବେଶ ଧାରଣ…