ରାହା ଖୋଜୁଛନ୍ତି ୪ ଅନାଥ ଭାଇ ଭଉଣୀ
କାର୍ଲିମେଳା: ଚାରି ବର୍ଷ ତଳେ ମାଆ ଆର ପାରିକୁ ଚାଲିଗଲେ । ଆଉ ଠିକ୍ ଏହାର ବର୍ଷ ପରେ ବାପା ମାନସିକ ବିକାରଗସ୍ତହୋଇ କୁଆଡେ ଚାଲିଗଲେ ତାହାର କୌଣସି ଖୋଜ ଖବର ନାହି । ହେଲେ ଘରେ ରହିଗଲେ କେବଳ ୪ ଜଣ ଅନାଥ ଶିଶୁ ଯେଉଁ ମାନେ ଗତ ତିନି ବର୍ଷ ଧରି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ହେଲେ!-->…
