ଭାରତ ସରକାରଙ୍କ ତରଫରୁ ଆଲର୍ଟ ମେସେଜ୍, ଅମିତ ଶାହଙ୍କ ଉପସ୍ଥିତିରେ କରାଗଲା SACHET ର ଟେଷ୍ଟିଂ
ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି ମେସେଜ ଭାରତ ସରକାରଙ୍କ ତରଫରୁ ଆଲର୍ଟ ସର୍ଭିସ ଟେଷ୍ଟିଂ କରାଯାଇଥିଲା । ବିପଦ ସମୟରେ ଏହି ମେସେଜ ଆସିବ ।…
