Odia News Portal
Browsing Tag

virat kohali

ଟ୍ରୋଲ୍ ହେଲେ କୋହଲି

ନୂଆଦିଲ୍ଲୀ: ଟ୍ରୋଲର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଜଣେ ଜଣେ ଶାକାହାରୀ ବୋଲି ପୂର୍ବରୁ ଅନେକ ବାର କହିଛନ୍ତି । ତେବେ ସେ ଅଣ୍ଡା ଖାଇବା କଥା କହିବା ପରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିବା ଦେଖିବାକୁ ମିଳିଛି । ୱାଲ୍ଡ…

ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହାଇଦ୍ରାବାଦ-ବାଙ୍ଗାଲୋର

ଚେନ୍ନାଇ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ଏହି…

ଆଜିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଚେନ୍ନାଇ: ଆଜିଠାରୁ ଏମ୍‌.ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଶେଷ ଥର ପାଇଁ ଘରୋଇ ମାଟିରେ ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରାୟ ବର୍ଷେ ପରେ ଭାରତ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ଖେଳିବ ।…

ଦେବୀ ଦୁର୍ଗାଙ୍କ ନାଁରେ ଝିଅର ନାମକରଣ

ମୁମ୍ବାଇ: ସାମ୍ନାକୁ ଆସିଲା ବିରୁଷ୍କାଙ୍କ ଲାଡଲି ଝିଅର ଫଟୋ | ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ ଧରିଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଝିଅର ନାଁ ମଧ୍ୟ ରଖିଛନ୍ତି। ବିରାଟ ଅନୁଷ୍କା…

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ମୁମ୍ବାଇ: ବ୍ରିସବେନର ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ଟି ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪ଟି ମ୍ୟାଚରେ ଏହି ସିରିଜ୍ ଜିତି ଟ୍ରଫି ନିଜ ନାଁ'ରେ କରିଛି । ଭାରତୀୟ ଦଳ ୨-୧ରେ ମ୍ୟାଚ ଜିତିଛି। ଗାବାରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ଏହି ଐତିହାସିକ ବିଜୟ ପରେ…

ବିରାଟ କୋହଲି ହେଲେ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର

ଦୁବାଇ: ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର | ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବରେ ବିବେଚିତ କରାଯାଇଛି । ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଓଭର ଆରମ୍ଭରୁ ଭାରତକୁ ଜୋରଦାର ଝଟକା

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯାଇଛି। ଆଡିଲେଡ୍‌ରେ ପିଙ୍କ୍ ବଲରେ ଖେଳାଯାଉଛି ଆଜିର ପ୍ରଥମ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଲାଗିଛି ଜୋରଦାର…