Odia News Portal
Monthly Archives

November 2019

ସୁନା ଦୋକାନିଙ୍କୁ ଜରିମାନା

ଭୁବନେଶ୍ୱର()  ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ମାସ ୨୨ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରାଯାଇଥିଲା। ଏହି ୪ ଦିନରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା,…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା ଆଜି

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା। ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅପରାହ୍ନ ଦିନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା- ଏନସିପି-କଂଗ୍ରେସର ମିଳିତ ଆଘାଡ଼ି। ଶକ୍ତି ପରୀକ୍ଷଣ ପାଇଁ ବିଧାନସଭାର ସ୍ୱତନ୍ତ୍ର…

ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍ ବୟସ କେତେ ଜାଣନ୍ତୁ…

ବିବାହ କରିବା ଏକ ପବିତ୍ର ଅନୁଷ୍ଠାନ । ତେବେ ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ ତଥା ନିଜ ନୂଆ ଜେନେରେଶନ ଆରମ୍ଭ କରିଥାଏ। ତେବେ ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍‌ ସମୟ ଓ ବୟସ…

ଚୋରଙ୍କ ସହ ଚୋରା ପୀରତିରେ ଖାକି ବାବୁ

ଭୁବନେଶ୍ୱର : ଚୋରଙ୍କ ସାଙ୍ଗରେ ରାଜଧାନୀ ପୁଲିସ ବାବୁଙ୍କର ଚୋରା ପୀରତି ଏବେ ଚର୍ଚ୍ଚାରେ । ଚୋରକୁ ଧରି ତାହା ଠାରୁ ଚୋରି ଜିନିଷ ହାତେଇ ଛାଡିଦେବା ଓ ଚୋରି ଜିନିଷ ଆଣିବାକୁ କହି ଚୋରଙ୍କ ଗାଡିକୁ ବନ୍ଧା ରଖିବାର ଚର୍ଚ୍ଚା ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ବିଶ୍ୱସ୍ତ ସୂତ୍ରରୁ…

ସ୍ୱପ୍ନରେ ବଜରଙ୍ଗବଲୀଙ୍କୁ ଦେଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏଭଳି ଏକ ଉପାୟ ରହିଛି ଯାହା ଦ୍ୱାରା ଭଗବାନ ବଜରଙ୍ଗବଲୀ ସ୍ୱପ୍ନରେ ଆସି ସାଧକଙ୍କ ମନୋସ୍କାମନା ପୂରଣ ହେବାର ଆଶୀର୍ବାଦ ଦେଇଥାନ୍ତି। ଏହି ଉପାୟକ ଆପଣ ହନୁମାନ ଜୟନ୍ତୀ କିମ୍ବା ଅନ୍ୟ କୌଣସି ଶୁଭଦିନରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଲୋଚନା ପରିସରରେ ବିରୋଧାଭାସ ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟସାଧନ କରିବେ। ଗତକାଲିର ବାକି ରହିଯାଇଥିବା କାମଗୁଡ଼ିକୁ ଆଜି ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଅଶ୍ୱିନୀ ନକ୍ଷତ୍ରର ପିଲାମାନଙ୍କର କିମ୍ବା…

ଭଦ୍ରକରେ ହେବ ମେଡ଼ିକାଲ କଲେଜ

ଭୁବନେଶ୍ୱର() ଭଦ୍ରକରେ ସ୍ଥାପନ ହେବ ନୂତନ ମେଡ଼ିକାଲ କଲେଜ । ଏନେଇ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତେବେ ମେଡିକାଲ୍ କଲେଜ ପାଇଁ ୨୫ ଏକର ଜାଗା ଚିହ୍ନଟ ସରିଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ମନ୍ତ୍ରୀ କହିଛନ୍ତି ଯେ, ଭଦ୍ରକରେ…

ପୁଣି କମିଲା ଜିଡିପି ହାର

ନୂଆଦିଲ୍ଲୀ() ପୁଣି କମିଲା ଅଭିବୃଦ୍ଧି ହାର (ଜିଡିପି) । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୦.୫% କମିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଏବେ ୦.୫ ପ୍ରତିଶତ ଜିଡିପି ହ୍ରାସ ହେବା ଫଳରେ ବର୍ତ୍ତମାନ ୪.୫% ଅଛି ଦେଶର ଅଭିବୃଦ୍ଧି ହାର । ଚଳିତ ଆର୍ଥିକ…

ଶ୍ରୀକ୍ଷେତ୍ର ମହୋତ୍ସବ ଡିସେମ୍ବର ୧୬ରୁ ଆରମ୍ଭ

ପୁରୀ : ଡିସେମ୍ବର ୧୬ ତାରିଖରୁ ଶରଧାବାଲିରେ ଆରମ୍ଭ ହେବ ଶ୍ରୀକ୍ଷେତ୍ର ମହୋତ୍ସବ । ମୁକ୍ତାକାଶ ରଙ୍ଗ ମଞ୍ଚରେ ହେବାକୁ ଥିବା ଶ୍ରୀକ୍ଷେତ୍ର ମହୋତ୍ସବ ୫ଦିନ ଧରି ଚାଲିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।…

ଅଶ୍ଳୀଳ ଭିଡିଓ ନାଁରେ ବ୍ଲାକମେଲିଂ,୨ ଗିରଫ

ଭୁବନେଶ୍ୱର() ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ହିଡେନ୍ କ୍ୟାମେରା ଲଗାଇ ରୁମ୍ ଭିତରେ ରହୁଥିବା ଭିଜିଟର୍ସଙ୍କ ଅଶ୍ଲୀଳ ଭିଜୁଆଲ ରେକର୍ଡ କରୁଥିବା ନେଇ ଅଭିଯୋଗ ଆସିଥିଲା । ହୋଟେଲ କର୍ମଚାରୀ ୫୦ହଜାର ଟଙ୍କା ମାଗୁଥିବା ଥାନାରେ ଯୁବତୀ…