Odia News Portal
Browsing Tag

Bhadrak

ବିଜେଡିରେ ଯୋଗ ଦେଲେ କଂଗ୍ରସ କର୍ମୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକରେ ଆହୁରି ବଢୁଛି ବିଜେଡି ବଳ । ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କ ସଭାପତିତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ଏସସି ସେଲର…

ଭଦ୍ରକରେ ବିଜେପି କର୍ମୀଙ୍କର ତୁମୁଳ କାଣ୍ଡ

ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀଙ୍କ ଉନ୍ମତ କାଣ୍ଡ । ବ୍ୟାପକ ଭଙ୍ଗାରୁଜା । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଭିତରକୁ ଧସେଇ ପଶିଲେ ବିଜେପି କର୍ମୀ । ଜିଲ୍ଲାପାଳଙ୍କ ଗାଡିକୁ ବାଡିରେ ପିଟି, କାର୍ୟ୍ୟାଳୟ ଭିତରେ ପଶି ଚେୟାର ଭାଙ୍ଗିଲେ ଉତ୍ତ୍ୟକ୍ତ ବିଜେପି କର୍ମୀ । ପଞ୍ଚାୟତ ନିର୍ବାଚନରେ…

ସଫଳ ହୋଇଛି ବାଲିଷ୍ଟିକ ମିସାଇଲ ର ପରୀକ୍ଷଣ

ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ ର ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ପାରୁଥିବା ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟରରୁ ୫ ଶହ…

ସାଙ୍ଗ ମାନଙ୍କ ସହ ଶେଇଥିଲେ,ସକାଳୁ ମିଳିଳା ମୃତ ଦେହ

ଚାନ୍ଦବାଲି:ଚିଙ୍ଗୁଡି ଫାର୍ମ ନିକଟରୁ ମିଳିଲା ଯୁବକଙ୍କ ମୃତ ଦେହ । ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏଭଳି ଅଘଟଶ ଘଟଣା । ମୃତକ ଜଣକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି । ଖବର ଅନୁସାରେ, ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ ।…

ଦୁର୍ଘଟଣାରେ ତିନି ବାଇକ୍ ଆରେହୀଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ। ଝିଅର ଦେହ ଖରାପ କଥା ଶୁଣି ରାତାରାତି ଧାଇଁ ଆସୁଥିଲା ବାପା । ସାଙ୍ଗରେ ଥିଲେ ଦୁଇ ବନ୍ଧୁ । କେମିତି ଘରେ ପହଁଚିବେ, ଆଉ ଅଲିଅଳି ଝିଅକୁ ନେଇ ଡାକ୍ତରଖାନାକୁ ଚେକଅପ୍ ପାଇଁ ଯିବେ। ମନଖାଲି ଘାଣ୍ଟି ହେଉଥିଲା ତାଙ୍କର। ହେଲେ କିଏ ଜାଣିଥିଲା ବାଟରେ ଜଗିବସିଥିଲା…

ଜେଲରୁ ଖସି ଆସୁଥିଲେ କଏଦୀ, ମାଡ଼ି ବସିଲେ ସୁରକ୍ଷା କର୍ମୀ

ଭଦ୍ରକ: ବିଚାରାଧିନ କଏଦୀ ଜେଲରୁ ଖସି ଆସୁଥିଲେ । ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ। ପାଇଖାନା ଟାଙ୍କିର ପାଇପ ଦେଇ ସେ ଖସିଯାଇଥିବା ବେଳେ ତାଙ୍କୁ ଅଧା ବାଟ ରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ। ସିସିଟିଭି ରେ କଏଦ ହୋଇଛି ଭିଡିଓ। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ରୁ ବନ୍ଦୀ…

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନ। ତେଣୁ ଆଜି ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସକାଳେ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା।  ଏହି ବେଶ ଦର୍ଶନ କଲେ ମା’ଙ୍କର ଅପାର କରୁଣା ଲାଭ ହେବା ସହିତ ପାପ କ୍ଷୟ  ହୋଇଥାଏ।…

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ

ଭଦ୍ରକ; ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଅଟୋ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ରାସ୍ତାରେ । ଧାମନଗରକୁ ଯାଇଥିବା ରାସ୍ତା ମଝିରେ ଜଳିଗଲା କାର । ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ମିଳିଥିବା ସୂଚନା ଅନୁଯାୟୀ ଅଟୋଟି ୧୦୦୦…

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେସରୁ ଉଦ୍ଧାର ହୋଇଛି ମୃତଦେହ । ଭଦ୍ରକ କଲେଜ ରୋଡରେ ଥିବା ମେସରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ…

ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଭଦ୍ରକ: ସାତଜନ୍ମ ଲାଗି ସାଥୀ ହୋଇ ରହିବାକୁ କଥା ଦେଇଥିଲା । ହୋମ ନିଅାଁକୁ ସାକ୍ଷୀ ରଖି ହାତ ଧରିଥିଲା । ହେଲେ ଗୋଟିଏ ଜନ୍ମ ଠିକସେ ନରହିବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ପାରିବାରିକ କଳହର ଏହା କରୁଣ ପରିଣତି । ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର…