Odia News Portal
Browsing Tag

bollywood

ଅର୍ଜୁନ ମଲାଇକା ବ୍ରେକଅପ କୁ ନେଇ ଚର୍ଚ୍ଚା ଯୋର ଧରିଛି

ବଲିଉଡ୍ ର ଅର୍ଜୁନ ମଲାଇକା ବ୍ରେକ୍ଅପ୍ ହୋଇଛି ବୋଲି ଖୁବ୍ ଚର୍ଚ୍ଚା ଚାଲିଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ବନ୍ଧନରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମାନ୍ତର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ…

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍। ୯…

କ୍ୟାଟ୍ରିନା –ଭିକିଙ୍କ ବିବାହକୁ ପରିହାସ

କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଭିକି କୌଶଲ ଏବଂ କାଟ୍ରିନା କୈଫ । ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭିକି-କାଟ୍ରିନା । ତେବେ ଭିକି-କାଟ୍ରିନାଙ୍କ ବିବାହକୁ ନେଇ ଉପହାସ କରିଛନ୍ତି କମେଡିଆନ ସୁଗନ୍ଧା ମିଶ୍ର ଓ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ । ଉଭୟ ସୁଗନ୍ଧା ଓ ସଙ୍କେତ ସୋସିଆଲ…

ଆରମ୍ଭ ହେଲା ପ୍ରି-ୱେଡିଂ ଫେଷ୍ଟିଭାଲ

ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରିକି ସିରିଏଲ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ବିବାହ କରୁଛନ୍ତି । ସବୁ ବଡ ବଡ ସେଲିବ୍ରିଟି ଏବେ ହାତ କୁ ଦି ହାତ ହେଉଛନ୍ତି ।ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍, ଭିକ୍କି କୌଶଲଙ୍କ ପରେ ଟେଲି ଦୁନିଆର ଶ୍ରଦ୍ଧା…

ଡିସେମ୍ବରରେ ପଡିବ ହାତଗଣ୍ଠି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯେତିକି ବଢୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ମୁତାବକ ରାଜସ୍ଥାନରେ ଏହି ବିବାହ ହେବ । ତେବେ ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ଯୋଡିଙ୍କ ହାତଗଣ୍ଠି…

ବିବାହ କରିବାକୁ ମନ ବଳାଇଲେଣି ସୋନାକ୍ସି ସିହ୍ନା

ବର୍ତ୍ତମାନ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିହାଜର ଋତୁ ଆରମ୍ଭ ହୋଇଛି । କିଏ ବିବାହ କରୁଛି ତ କାହାର ନିର୍ବନ୍ଧ ହେଉଛି । ନିକଟରେ ରାଜକୁମାର ରାଓ-ପତ୍ରଲେଖା ଏବଂ ଆଦିତ୍ୟ -ଅନୁଷ୍କା ରଂଜନଙ୍କ ବିବାହ ପରେ ପ୍ରଶଂସକମାନେ ଚର୍ଚ୍ଚିତ ଯୋଡି ବିକି- କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ…

ସରୋଗେସି ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି ଦବଙ୍ଗ ଖାନ୍

ନିକଟରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ଦୁଇ ଯମଜ ସନ୍ତାନର ମାଆ ହୋଇଛନ୍ତି। ଏହି ଖୁସି ଖବରକୁ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିଛନ୍ତି। ତାଙ୍କ ଖୁସି କହିଲେ ନସରେ। ତାଙ୍କ ପ୍ରଶଂସକମାନେ ଏବଂ ସେଲିବ୍ରିଟିମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ…

ଯମଜ ସନ୍ତାନର ମାଆ ହେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ: ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ପ୍ରୀତି ଓ ତାଙ୍କ ସ୍ୱାମୀ ଜେନ୍‌ ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ  ଇନଷ୍ଟାରେ ଏକ ପୋଷ୍ଟ ଶେଆର…

କିସ୍ କରିବାକୁ ଡରୁଥିଲେ ସୈଫ

ବଲିଉଡ୍‌ ନବାବ୍‌ ସୈଫ୍‌ ଅଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ଧମାଲ କରିଛନ୍ତି । ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରନ୍ତି। ବହୁତ ବର୍ଷ ପରେ ଦୁଇ ଜଣ ପୁଣି…

ବଲିଉଡରେ ଓଡ଼ିଆ ଝିଅ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଆ ଟେକ ରହିଛି । ବଲିଉଡରେ ରାଉରକେଲାର ଝିଅ । ସହକୋରିୟ ଗ୍ରାଫର ଭାବେ କାମ କରୁଛନ୍ତି ଓଡ଼ିଆ ଝିଆ ରୋଜା ରାଣା । ବଲିଉଡରେ କାମ କରିବାର ସୁଯୋଗ ପାଇବା ପରେ ସେ ଓଡ଼ିଶାର ଗର୍ବ ଏବଂ ଗୌରବକୁ ଆହୁରି ବଢ଼ାଇ ଦେଇଛନ୍ତି । ବଲିଉଡର ବହୁ ଆଗ ଧାଡ଼ିର କଳାକାର ତଥା…