Odia News Portal
Browsing Tag

bollywood

ଖୁବଶୀଘ୍ର ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିୟାବାଡି’

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ କୁ ଦେଖିବା ପାଇଁ ଅନେଇ ବସିଛନ୍ତି ଦର୍ଶକ । ଫିଲ୍ମ ରିଲିଜ୍ କୁ ନେଇ ଏବେ ପୁଣି ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି ୧୮ ଫେବୃଆରୀ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପୂର୍ବରୁ ଘୋଷଣା କରାଯାଇଥିଲା କି…

ରୋମାନ୍ସ କରୁଥିଲେ ଆୟୁଷ୍ମାନ, ଧରିଲା ପୋଲିସ

ଧରାପଡିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ଲୁଚା ଛପରେ ଚାଲିଥିଲା ପ୍ରେମ। ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ। ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି। ପ୍ରକୃତରେ ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ଏକ ରୋମାଣ୍ଟିକ ସିନ୍‌ର ସୁଟିଂ କରୁଥିଲେ ଆୟୁଷ୍ମାନ ଏବଂ…

ଆଖୁ କିଆରୀରେ ଫସିଲେ ନୁସରତ

ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି ହରର ଫିଲ୍ମ ‘ଛୋରୀ’ର ଟିଜର। ଟିଜର ଦେଖି ଆପଣ ନିଶ୍ଚିତ ଭାବେ ଅନୁମାନ ଲଗାଇପାରିବେ। ନୁସରତ ଭରୁଚା ନିଜ ଫ୍ୟାନ୍ସଙ୍କୁ ଡରାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଛନ୍ତି। ‘ଛୋରୀ’ର ଟିଜର ମାଧ୍ୟମରେ ଏପରି ସିନ କ୍ରିଏଟ୍‌ କରିଛନ୍ତି, ଯାହାକୁ ଦେଖି…

ଏକାଠି ହେବେ ସଲମାନ ଭାଗ୍ୟଶ୍ରୀ

‘ବିଗ୍ ବସ୍’ ସିଜନ୍-୧୫ରେ ‘ମୈନେ ପ୍ୟାର କିୟା’ର ନାୟକ-ନାୟିକା ସଲମାନ୍ ଓ ଭାଗ୍ୟଶ୍ରୀ ପୁଣି ଏକାଠି ହେଇଛନ୍ତି। ଲାଇଟ୍ ପିଙ୍କ୍‌ ଶାଢ଼ି ପରିହିତା ଭାଗ୍ୟଶ୍ରୀ ବେଶ୍ ଉଜ୍ବଳ ଚେହେରାରେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି। ଭାଗ୍ୟଶ୍ରୀଙ୍କୁ ଦେଖି ସୋ’ର ହୋଷ୍ଟ ସଲମାନ୍ ଏକ ସାଇକେଲ ଚଢ଼ି…

ଆରୟନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହରୁଖ ଖାନ

ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ।…

ହାପି ବାର୍ଥ ଡେ କିଙ୍ଗ ଖାନ

ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର…

ଫିଲ୍ମ ‘ତଡପ୍‌’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଡେବ୍ୟୁ ଫିଲ୍ମ 'ତଡପ'ର ଟ୍ରେଲର ରିଲିଜ ହୋଇଛି। ଅହାନଙ୍କ ସହ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଡିସେମ୍ବର ୩ରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ…

ହ୍ୱାଟ୍ସଆପ ଚାଟ ଖୋଲିବ ଆର୍ୟନଙ୍କ ଗୁମର

ମୁମ୍ବାଇ: ବଢ଼ୁଛି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ମାମଲା । ବାରମ୍ବାର ଶୁଣାଣି ହେବା ପରେ ମଧ୍ୟ ଆର୍ୟନଙ୍କୁ ମିଳିନି ବେଲ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଏହି ଷ୍ଟାର କିଟଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର…

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର…

ଖଣ୍ଡାଧାରରେ ୱାଙ୍ଖଡେଙ୍କ ପଦବୀ

ଆରୟନ ଖାନ ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ବିପଦ ଘନେଇଆସୁଛି । ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ତାଙ୍କୁ ଧମକ ଦେଇଥିବାବେଳେ ଏବେ ସାକ୍ଷୀର ବୟାନ ତାଙ୍କ ଚିନ୍ତା ବଢାଇଦେଇଛି । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି…