Odia News Portal
Browsing Tag

jajpur

ଯାଜପୁରରେ ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ

ଯାଜପୁର: ଛତିଆ ବିଦ୍ୟାଧରପୁରରେ ଚାଲିଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ରବିବାର ଅଚାନକ ଚଢାଉ ହୋଇଛି। ଏଥିରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଖବରପାଇ ସ୍ପେସିଆଲ ସ୍କ୍ବାଡ ଉକ୍ତ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲେ। ଏହା ସହିତ ୨…

ବିଜେପିକୁ ବାଏ ବାଏ କଲେ ବିଶ୍ୱ

ଯାଜପୁର: ଜିଲ୍ଲାରେ ବିଜେପିରେ ଦୁର୍ଗ ଧିରେ ଧିରେ ଭାଙ୍ଗିବାକୁ ଲାଗିଲାଣି । ଜଣକ ପରେ ଜଣେ ଟାଣୁଅାଁ ନେତା ବିଜେପି ଛାଡ଼ୁଛନ୍ତି । ଏହିକ୍ରମରେ ଆଜି ଯାଜପୁର ଜିଲ୍ଲାର ବିଜେପି ନେତା ତଥା ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ।…

କେନାଲରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ

ଯାଜପୁର: ଦୁଃଖ ଏମିତି ବି ଆସିଥାଏ । ଏକା ସାଙ୍ଗରେ ଦୁଇ ପୁଅଙ୍କୁ ଛଡ଼ାଇ ନେଲା ବାପା ମାଙ୍କଠାରୁ । କଇଁଫୁଲ ତୋଳିବାକୁ ଯାଇଥିବାବେଳେ କେନାଲରେ ଭାସିଗଲେ ଦୁଇ ଭାଇ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗୋପପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଏକାସାଙ୍ଗରେ ଦୁଇ ଭାଇଙ୍କ ଜୀବନ ଯାଇଛି । ମୃତକଙ୍କ…

ପ୍ରେମିକାକୁ ଗର୍ଭବତୀ କରି ଛୁ ମାରିଲା ପ୍ରେମିକ

ଭୁବନେଶ୍ୱର: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ମିଠା ମିଠା କଥା କହିଲା । ଆଉ ପରେ ବିଶ୍ୱାସ ଜନ୍ମାଇବା ପରେ ବିବାହ କରିବାର ପ୍ରତିଶ୍ରୃତି ଦେଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କଥା କହିବା ପରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଛି ।…

ଭାସିଯାଇଥିଲେ ବାପା ପୁଅ, ଉଦ୍ଧାର ହେଲା ମୃତଦେହ

ଯାଜପୁର: ବୁଧବାର ଯାଜପୁର ଜିଲ୍ଲାରୁ ଆସିଥିଲା ଦୁଃଖଦ ଖବର । ନଦୀ ସୁଅରେ ଭାସିଯାଇଥିଲେ ବାପା ପୁଅ । ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗାଁରେ ଖେଳିଯାଇଛି ଶୋକର ଛାୟା । ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି…

ଶାଶୁକୁ ମାରିଲା ଜ୍ୱାଇଁ

ଯାଜପୁର: ଜିଲ୍ଲା କୋରାଇ ଥାନା ମୁଳୁସରଗଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ ଜ୍ୱାଇଁ କରିଛନ୍ତି। ଜ୍ୱାଇଁଙ୍କ ଛୁରା ମାଡ଼ରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ…

ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର: ଘୋର କଳି କାଳ । ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବୋହୂ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ। ସୂଚନାନୁଯାୟୀ, ପାଣିକୋଇଲି ଥାନା ରଣପାଳ ଗାଁରେ…

ସାପକୁ କାମୁଡି ରକ୍ତ ପିଇଦେଲେ

ଯାଜପୁର: ସାପ କାମୁଡିବା ପରେ ଡାକ୍ତରଖାନା ଯିବା ବଦଳରେ ଓଲଟି ସାପକୁ କାମୁଡିଦେଲେ । କଥା ଟା ଶୁଣି ବିଶ୍ୱାସ ନହଲେ ବି କଥାଟି ସମ୍ପୂର୍ଣ୍ଣ ସତ। ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗାଁ’ରେ ଘଟିଛି ଏହି ଭଳି ଆଶ୍ଚର‌୍ୟ୍ୟ ଜନକ ଘଟଣା । ଏହି ଗ୍ରାମର ୪୫ ବର୍ଷୀୟ…

ଦୁର୍ନୀତି ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତିନି ସରକାରୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏହି ତିନି ଅଧିକାରଙ୍କୁ ଯାଜପୁର ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ପିଇଓ ପ୍ରକାଶ କୁମାର…

ଶିଶୁ କନ୍ୟାକୁ ଦୁଷ୍କର୍ମ କରି ନାବାଳକ ଗିରଫ

ଯାଜପୁର: ଖିର ଛାଡ଼ି ନଥିବା ଶିଶୁ ସହ କୁକର୍ମ କରି ୧୫ ବର୍ଷର ନାବାଳକ ଗିରଫ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଘରେ ଶିଶୁଟିର ମା ନଥିବା ବେଳେ ନାବାଳକ ଜଣକ ଘରେ ପଶି ଛୋଟ ଛୁଆ ସହ ଖରାପ କାମ କରୁଥିଲା । ଝିଅଟି କାନ୍ଦିବାକୁ ମା ଦୌଡ଼ି ଆସି ଦେଖିଥିଲେ ।…