Odia News Portal
Browsing Tag

Tmc

ଟିଏମସିରେ ଫାଟ,ଟିକେଟ ବଣ୍ଟନକୁ ନେଇ ମତାନ୍ତର

ଏକଜୁଟ ହୋଇ ବିଜେପି ବିରୋଧରେ ଲଢୁଥିବା ଟିଏମସିରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ସୁପ୍ରିମୋ ମମତା ବାନାର୍ଜୀ ଓ ଦ୍ୱିତୀୟ ନମ୍ବର ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ପୌର ନିର୍ବାଚନ ଟିକେଟ୍ ବଣ୍ଟାକୁ ନେଇ ମତଭେଦ ସୃଷ୍ଟି ହୋଇଥିବା ସୂଚନା ମିଳିଛି।…

ଟିଏମସିରେ ମିଶିଲେ ଲିଆଣ୍ଡର ପେସ୍

କୋଲକାତା: ପଶ୍ଚିମବଙ୍ଗରେ ଅଧିକ ବଳଶାଳୀ ହେବାକୁ ଲାଗିଛି ଟିଏମସି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଉଛନ୍ତି । ତେବେ ଆଜି ପୁଣି ଜଣେ ଷ୍ଟାର ଟିଏମସିରେ ସାମିଲ ହୋଇଛନ୍ତି । ଭାରତୀୟ ଟେନିସ ଖେଳାଳୀ…

ଟିଏମସିରେ ଯୋଗ ଦେବା ପରେ ଏମିତି କହିଲେ ବାବଲ ସୁପ୍ରିୟୋ

କୋଲକାତା: ଶନିବାର ଟିଏସିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । କିଛିଦିନ ପୂବେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗଦେବା ପରେ ବାବୁଲ କହିଛନ୍ତି କି, ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି…

ଟିଏମସିରେ ମିଶିଲେ, ରାଜ୍ୟସଭା ଗଲେ

କୋଲକାତା: କଗ୍ରେଂସ ଛାଡ଼ି ଟିଏମସିରେ ମିଶିଥିଲେ ସସ୍ମିତା ଦେବ । ମାସେତଳେ ଦଳରେ ମିଶିଥିବା ସସ୍ମିତାଙ୍କୁ ବଡ଼ ଉପହାର ଦେଇଛି ଟିଏମସି । ଆଜି ତାଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛି । ଆସାମର ସିଲଚରର ପୂର୍ବତନ ସାଂସଦ ରହିଥିବା ସୁସ୍ମିତାଙ୍କୁ ରାଜ୍ୟସଭା ପଠାଯାଇଥିବା ନେଇ ଟିଏମସି ପକ୍ଷରୁ…

ଟିଏମସିରେ ଯୋଗ ଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଟ କଂଗ୍ରେସ ନେତା ଅଭିଜିତ । ଆଜି ସେ ଟିଏସି ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା…

ଆଜି ଟିଏମସିରେ ଯୋଗ ଦେଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଦିଙ୍କ କ୍ରେଜ୍ । ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ହରାଇଥିବା ଟିଏମସି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାକୁ ବସିଲାଣି । ବିରୋଧୀ ଶିବିର ଛାଡ଼ି ଟିଏମସିକୁ ବହୁ ନେତା ପ୍ରତ୍ୟାବର୍ତ୍ତନ କରୁଥିବା…

ଟିଏମସିରେ ଯୋଗ ଦେଲେ ମୁକୁଲ

କୋଲକାତା: ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଲେ ମୁକୁଲ ରାୟ । ଆଜି କୋଲକାତାର ଟିଏମସି କାର୍ଯ୍ୟାଳୟରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।…

ଟିଏମସିକୁ ଫେରିପାରନ୍ତି ମୁକୁଲ ରାୟ

କୋଲକାତା: ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଟିଏମସିରୁ ୬ବର୍ଷ ଲାଗି ବହିସ୍କୃତ ହୋଇଥିବା ମୁକୁଲ ରାୟ ପୁଣିଥରେ ଦଳକୁ ଫେରିପାରନ୍ତି । ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିବାର ଯୋଜନା ରହିଛି । ଯଦି ସେ…

ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ…