Odia News Portal
Yearly Archives

2019

ଜନତାଙ୍କ ପାଖରେ ବିଜେପି ନେତ୍ରୀ ଅପରାଜିତା, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

ଭୁବନେଶ୍ବର : ଧୁଡୁଧୁଡିଆ ଦେହ, ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ। ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । ଜିଲ୍ଲାପାଳ ଥିବା ସମୟରେ ଅଧିକାରୀଙ୍କ ଗହଣରେ ଗାଁକୁ…

ଅଭିନନ୍ଦନକୁ କିଛି କ୍ଷତି କରିପାରିବ ନାହିଁ ପାକିସ୍ତାନ, ଆସନ୍ତୁ ଜାଣିବା କ’ଣ ପାଇଁ

ପାକିସ୍ତାନ କବଜାରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଜେନିଭା କନଭେନସନର ନିୟମ ଅନୁସାରେ ତାଙ୍କୁ ସୁରକ୍ଷିତ ଫେରାଇବାକୁ କହିଛି ଭାରତ। ଏନେଇ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ ବି ସମନ କରାଯାଇଥିଲା। ମିଗ୍‌-୨୧ ବିମାନ ଉଡ଼ାଉଥିବା ଅଭିନନ୍ଦନ ପାକିସ୍ତାନର F-16 ଯୁଦ୍ଧ…

ଇଣ୍ଡିଆନ ଗ୍ରାଁ ପ୍ରି-୨ : ଦୂତିଙ୍କୁ ସ୍ବର୍ଣ୍ଣ ସହ ଏସୀୟ ଯୋଗ୍ୟତା

ନୂଆଦିଲ୍ଲୀ : ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ ଏହି ସଫଳତା ମିଳିଛି । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୩୦ସେକେଣ୍ଡରେ ଶେଷ କରିଛନ୍ତି । ଏହାସହ ଦୂତି ଦୋହାରେ ଆୟୋଜିତ ହେବାକୁ…

ଜିତେନ୍ଦ୍ରଙ୍କ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ : ଆସନ୍ତୁ ଜାଣିବା

ଭୁବନେଶ୍ବର : ଭାରତ ମାତା କି ଜୟ । ଏହି ସ୍ଲୋଗାନ ଏବେ ସାରା ଦେଶରେ ହେଉଛି ଗୁଞ୍ଜରିତ । ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ବିଜୟ ଉତ୍ସବ ପାଳନ କରୁଛି । ଭାରତୀୟ ସେନା ସାହସିକତାର ଜୟଗାନ ବି କରୁଛନ୍ତି । ଏପରି ସମୟରେ ରାଜଧାନୀ ଭୁବନେଶ୍ବରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ

ଗଞ୍ଜାମ/ଗଜପତି : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଗୋପାଳପୁର, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଗୋପାଳପୁର ବନ୍ଦରର ନୂତନ ବର୍ଥ ଉଦଘାଟନ କରିବା ପରେ ଶେରଗଡ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା…

‘କାଳିଆକୁ କେହି ବନ୍ଦ କରିପାରିବେ ନାହିଁ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,( ଚକ୍ରଧର ମାଝି ) : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି…

ବଦଳିବ ଏୟାର ଇଣ୍ଡିଆ ରୁଟ୍

ଏୟାର ଷ୍ଟ୍ରାଇକ କରିବା ପରେ ଭାରତୀୟ - ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ବାୟୁସେନା ଭାରତୀୟ ଏୟାରସ୍ପେସ ଉଲ୍ଲଙ୍ଘନ କରିବା ପରେ ପାକିସ୍ତାନ ନିଜ ଏୟାରସ୍ପେସ ଉପରେ ପ୍ରତିବନ୍ଧକ ଲଗାଇଛି । ଦିଲ୍ଲୀ ଏୟାର ଟ୍ରାଫିକ କଂଟ୍ରୋଲ ତରଫରୁ…

ଟି-୨୦ରୁ ଅଲବିଦା ନେବେ ଧୋନି!

ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଉ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦେଖା ଦେବେନି । ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ହିଁ ତାଙ୍କ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ । ଏହା ଶୁଣିଲେ ସାମାନ୍ୟ…

ପାକିସ୍ତାନର ଦୋମୁହାଁ ଚେହାରା, ପ୍ରଥମେ ଦମ୍ଭ ପରେ ଆଲୋଚନା

ଭାରତର ଏୟାରଷ୍ଟ୍ରାଇକ ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନ ଖାନ ଏ ନେଇ ଆଜି ପୁଣି ଥରେ ସଫେଇ ଦେଇଛନ୍ତି । ଇମ୍ରାନ କହିଛନ୍ତି କି, ଗତକାଲିଠାରୁ ଯେଭଳି ସ୍ଥିତି ସୃଷ୍ଟି ହୋଇଛି, ତାହା ବାସ୍ତବରେ ସଠିକ୍ ନୁହେଁ । ଆମେ ପୁଲୱାମା ଘଟଣାରେ ଯାଂଚ କରିବାକୁ…

ଭାରତୀୟ ସେନାକୁ ୧ କୋଟି ଦାନ କରିବେ ଏହି କଣ୍ଠଶିଳ୍ପୀ

ଫେବୃୟାରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେଇଛି ଭାରତ । ଫେବୃୟାରି ୨୬ ତାରିଖରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ପସି ଜେ÷ଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି । କେବଳ…