Odia News Portal
Yearly Archives

2019

ପୁଣି କମିଲା ଜିଡିପି ହାର

ନୂଆଦିଲ୍ଲୀ() ପୁଣି କମିଲା ଅଭିବୃଦ୍ଧି ହାର (ଜିଡିପି) । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୦.୫% କମିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଏବେ ୦.୫ ପ୍ରତିଶତ ଜିଡିପି ହ୍ରାସ ହେବା ଫଳରେ ବର୍ତ୍ତମାନ ୪.୫% ଅଛି ଦେଶର ଅଭିବୃଦ୍ଧି ହାର । ଚଳିତ ଆର୍ଥିକ…

ଶ୍ରୀକ୍ଷେତ୍ର ମହୋତ୍ସବ ଡିସେମ୍ବର ୧୬ରୁ ଆରମ୍ଭ

ପୁରୀ : ଡିସେମ୍ବର ୧୬ ତାରିଖରୁ ଶରଧାବାଲିରେ ଆରମ୍ଭ ହେବ ଶ୍ରୀକ୍ଷେତ୍ର ମହୋତ୍ସବ । ମୁକ୍ତାକାଶ ରଙ୍ଗ ମଞ୍ଚରେ ହେବାକୁ ଥିବା ଶ୍ରୀକ୍ଷେତ୍ର ମହୋତ୍ସବ ୫ଦିନ ଧରି ଚାଲିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।…

ଅଶ୍ଳୀଳ ଭିଡିଓ ନାଁରେ ବ୍ଲାକମେଲିଂ,୨ ଗିରଫ

ଭୁବନେଶ୍ୱର() ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ହିଡେନ୍ କ୍ୟାମେରା ଲଗାଇ ରୁମ୍ ଭିତରେ ରହୁଥିବା ଭିଜିଟର୍ସଙ୍କ ଅଶ୍ଲୀଳ ଭିଜୁଆଲ ରେକର୍ଡ କରୁଥିବା ନେଇ ଅଭିଯୋଗ ଆସିଥିଲା । ହୋଟେଲ କର୍ମଚାରୀ ୫୦ହଜାର ଟଙ୍କା ମାଗୁଥିବା ଥାନାରେ ଯୁବତୀ…

କମିଲା ‘ମୋ ବସ’ ଭଡା

ଭୁବନେଶ୍ୱର() କମିଲା ‘ମୋ ବସ’ ଭଡା । ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଆଗାମୀ ୨ ମାସ ପର୍ୟ୍ୟନ୍ତ ‘ମୋ ବସ’ର ଶୀତତାପ ନିୟନ୍ତ୍ରିତ (ଏସି) ବସ ଗୁଡିକରେ ଯାତ୍ରୀଙ୍କୁ ରିହାତ ଦିଆଯିବା ନେଇ ଘୋଷଣା କରିଛି କ୍ରୁଟ୍ । ପୂର୍ବରୁ ଏସି ବସ୍ ଗୁଡିକରେ ପ୍ରଥମ ୨ କିମି ପର୍ୟ୍ୟନ୍ତ ସର୍ବନିମ୍ନ ଭଡା…

ଭାଇରାଲ ହେଉଛି ଏହି ଆଇଟମ ଗୀତର ଭିଡିଓ, ଦେଖନ୍ତୁ ଦମଦାର ଭିଡିଓ

ମୁମ୍ବାଇ ()  ଦବଙ୍ଗ-୩ ଫିଲ୍ମର ଫିଲ୍ମର ମୁଖ୍ୟ ଆଇଟମ୍ ଗୀତର ଟିଜର ରିଲିଜ୍ ହୋଇଛି। ଫିଲ୍ମ ‘ଦବଙ୍ଗ’ରେ ‘ମୁନ୍ନି ବଦନାମ୍ ହୁଇ’ ଗୀତ ହିଟ୍ ହୋଇଥିଲା। ଏବେ’ଦବଙ୍ଗ-୩’ରେ ଏଥିରେ ଟିକେ ପରିବର୍ତ୍ତନ ହୋଇଛି।ଏଥର ଗୀତର ଟାଇଟଲ ‘ମୁନ୍ନା ବଦନାମ ହୁଆ’ ରଖାଯାଇଥିବା ବେଳେ ମଲ୍ଲାଇକାଙ୍କ ବଦଳରେ ୱରିନା…

କଳଙ୍କ ଭୟରେ ବିଧାନସଭା ବନ୍ଦ କରି ଦିଆଗଲା: କଂଗ୍ରେସ

ଭୁବନେଶ୍ୱର () ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ୍ ଚିଟ୍ ଦିଆଯିବା ପ୍ରସଙ୍ଗ ସହ ୧୭ ଦିନ ପୂର୍ବରୁ ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।ନଭେମ୍ଵର ୧୩ରୁ ଆରମ୍ଭ ହୋଇଥିବା…

ସୂର୍ୟ୍ୟୋଦୟ ପୂର୍ବରୁ ହିଁ କାହିଁକି ଦିଆଯାଏ ଫାଶୀ, କାରଣ ଜାଣନ୍ତୁ …

ସ୍ୱାଧିକାର ନ୍ୟୁଜ() ଆମ ଦେଶରେ ସବୁବେଳେ ସୂର୍ୟ୍ୟୋଦୟ ଆଗରୁ ହିଁ ଅପରାଧୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କଣପାଇଁ କରାଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର କାରଣ.. ଯଦି କୌଣସି ଲୋକକୁ ଫାଶୀର ଦଣ୍ଡ ମିଳିଥାଏ ତେବେ ଏହା ତାର ମାନସିକତା ଉପରେ ଗଭୀର ପ୍ରଭାବ…

ତଥ୍ୟ ଲୁଚାଇ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ()  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ ନଭୀସ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ନାଗପୁରର ଏକ କୋର୍ଟ ଫଡନାଭିସଙ୍କୁ ସମନ ଜାରି କରିଛନ୍ତି। ସୂଚନାଅନୁସାରେ, ଫଡନାଭିସଙ୍କ ବିରୋଧରେ ଦୁଇଟି ଅପରାଧିକ ମାମଲା ରହିଛି। କିନ୍ତୁ ସେ…

BYEର ଫୁଲ୍ ଫର୍ମ ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ()  ଦୈନିକ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ଏହି ଶଦ୍ଧର ମାନେ ତ ଆମେ ଜାଣିଥାଉ ହେଲେ ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଆଜି ଆପଣଙ୍କୁ BYE ର ଫୁଲ୍ ଫର୍ମ  ଜଣାଇବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଆସନ୍ତୁ ଜାଣିବା ...…

କ୍ଷମା ମାଗିଲେ ସ୍ୱାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ() ଆଜି ବିଜେପି ସାଂସଦ ସ୍ୱାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ନାଥୁରାମ ଗଡସେଙ୍କୁ ଦେଇଥିବା ଟିପ୍ପଣୀ ଉପରେ ସଫେଇ ଦେବା ସହ କ୍ଷମା ମାଗିଛନ୍ତି । ସେ ଲୋକସଭାରେ ଲିଖିତ ବୟାନ ଦେଇ କହିଥିଲେ ଯେ, ମୋ ବୟାନକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଛି । ତେବେ ସେ ସଫେଇ ଦେବା ପରେ ମଧ୍ୟ…