Odia News Portal
Yearly Archives

2020

ପାଟକୁରାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

କେନ୍ଦ୍ରାପଡ଼ା() ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାର୍ଯ୍ୟ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦସ୍ତରେ ତିନି ବରିÂ ଅଧିକାରୀଙ୍କ ନେତୃତ୍ୱରେ ଗଠନ ୩ଟି ଟିମ ଅଚାନକ ପାଟକୁରା ନିର୍ବାଚନମଣ୍ଡଳର ବିଭିନ୍ନ ଅଂଚଳ…

ଅର୍ଥମନ୍ତ୍ରୀଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ

ନୁଆଦିଲ୍ଲୀ()  ଫେବୃଆରୀ ୧ରେ ସଂସଦରେ ସାଧାରଣ ବଜେଟ୍ ।ତେବେ ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୦-୨୧ ପ୍ରସ୍ତୁତ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ ଚାଲେଞ୍ଜ । କାରଣ…

କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା , ଆନନ୍ଦପୁରରେ ଉଦଘାଟନ ହେଲା ବ୍ୟାରେଜ

କେନ୍ଦୁଝର() କେନ୍ଦୁଝରରେ ଦୂର ହେଲା ଜଳ ସମସ୍ୟା । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜ…

ଆଜି ୪ର୍ଥ ଟି-୨୦ : ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା

ୱଲିଂଟନ : ଆଜି ୱଲିଂଟନରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ୩-୦ରେ ଆଗୁଆ ରହିଛି ଭାରତ । ଏହାସହ ସରିଜ୍ ମଧ୍ୟ ନିଜ ନାଁରେ କରିସାରିଛି ଟିମ୍ ଇଣ୍ଡିଆ । ଆଜିର ମୁକାବିଲା ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆରମ୍ଭ ହେବ।…

ଉଦ୍ଧାର ହେଲେ ୨୩ ଶିଶୁ, ଦୁର୍ବୃତ୍ତକୁ ଏନ୍‌କାଉଣ୍ଟର କଲା ପୋଲିସ

ଫରୁକାବାଦ : ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୁର୍ବୃତ୍ତକୁ ଗୁଳି କରିଛି । ଦୁର୍ବୃତ୍ତ ଜଣଙ୍କ ନାଁ ସୁବାଷ ବାଥମ ବୋଲି…

ମା’ଙ୍କ ପୀଠରେ ୫-ଟି ସଚିବ

ଭୁବନେଶ୍ବର :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା  ପର୍ଯ୍ୟଟନ, ଆଧ୍ୟାତ୍ମିକ ତଥା ଐତିହ୍ୟସ୍ଥଳୀ ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି, ଆଉ ପ୍ରସ୍ତୁତ ହୋଇଛି ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ । ଏହି ଆଧାରରେ ସରକାରଙ୍କ ପକ୍ଷରୁ  ମିଶନ ମୋଡ଼ରେ କାମା…

ଚା’ ପ୍ରେମୀମାନେ ସାବଧାନ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରିବା କାରଣରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ। ବହୁପୂର୍ବରୁ ସ୍ଥିରୀକୃତ ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ଲାଭକରି ଖୁସି ରହିପାରନ୍ତି।…

୨୦ ଶିଶୁଙ୍କୁ ବନ୍ଧକ ରଖିଲା ଦୁର୍ବୃତ୍ତ, ଉଦ୍ଧାର ପାଇଁ ପହଞ୍ଚିଲେ କମାଣ୍ଡୋ

ଫରୁକାବାଦ : ଉତ୍ତର ପ୍ରଦେଶର ଫରୁକାବାଦ ଜିଲ୍ଲାରେ ଗୁରୁବାର ଅପରାହ୍ନରୁ ଜଣେ ଦୁର୍ବୃତ୍ତ ୨୦ ଜଣ ଶିଶୁଙ୍କୁ ନିଜ ଘରେ ବନ୍ଧକ କରି ରଖିଛି । ଅଭିଯୁକ୍ତ ଲଗାତାର ସ୍ଥାନୀୟ ବିଧାୟକ ଏବଂ ଅଧିକାରୀଙ୍କୁ ଉକ୍ତ ସ୍ଥାନକୁ ଡାକିବାକୁ ଦାବି କରୁଛି । ଏହି ସମୟରେ ସେ  କବାଟ ପଛ ପଟୁ ବୋମ ଏବଂ ଗୁଳି…

ଖେଲୋ ଇଣ୍ଡିଆ ପ୍ରତିଯୋଗୀତାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଆସନ୍ତା ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ…