Odia News Portal
Monthly Archives

April 2021

ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଆଜି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ରୋହିତ ଆଜତକ ପୂର୍ବରୁ ଜୀ ନ୍ୟୁଜରେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ…

କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌

ନୂଆଦିଲ୍ଲୀ: କରୋନା ଆଉ ଏକ ବଡ ମୁଣ୍ଡ । ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀ ।କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ସୋରାବ୍‌ଜୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ଚିକିତ୍ସା…

ମେ ୧ରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ…

ଭଦ୍ରକରେ ଦିନ ୨ଟା ପରେ ସବୁ ଦୋକାନ ବନ୍ଦ, ଜାଣନ୍ତୁ ପୁରା ଖବର

ବର୍ତମାନର ବଡଖବର । ବଡ ନିଷ୍ପତି ନେଇଛି ଭଦ୍ରକ ପୌରାଂଚଳ ବ୍ୟବସାୟୀ ସଂଗଠନ । ଆସନ୍ତା ମେ ୩ ତାରିଖ ଅର୍ଥାତ ସୋମବାର ଠାରୁ ଦିନ ୨ଟା ପରେ ପୌରାଂଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସଂଘ । ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୫ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ସଂଗଠନର…

ଅପରାହ୍ନ ୪ଟା ୩୦ରେ ଏସିଏସଙ୍କ ବଡ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା | ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବା ଏସିଏସ୍ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । କରୋନା କଟକଣା…

ସଂକ୍ରମଣ ଉପରମୁହାଁ: ରାଜ୍ୟରେ ୮୬୮୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୯୪୮ ଜଣ…

ପୃଥ୍ୱୀଙ୍କ ପ୍ରହାରରେ କେକେଆର ଘାଇଲା

ଅହମ୍ମଦାବାଦ: ଯୁବ ତାରକା ପୃଥ୍ୱୀ ଶ’ ଙ୍କ ପ୍ରହାରରେ କେକେଆର ଘାଇଲା । ତାଙ୍କର ଧୂଅାଁଧାର ୮୨ ରନ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ବିଜୟୀ ହୋଇଛି । ଗତ ମ୍ୟାଚରେ ମାତ୍ର ୧ ରନରେ ହାରିଥିବା ଦିଲ୍ଲୀ ଏହି ମ୍ୟାଚ୍ ଜିଣି ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ବିଜୟ ସହ ଦିଲ୍ଲୀ…

କମିଶନରେଟ ପୁଲିସର ଏନକାଉଣ୍ଟର, ଅପରାଧୀ ବାବୁ ଜଖମ୍

ଭୁବନେଶ୍ୱର - ଦୁର୍ଦ୍ଦାନ୍ତ ଅପରାଧି ସେକ୍ ବାବୁକୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଏନକାଉଣ୍ଟରରେ ବାବୁ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ବାବୁକୁ ଏସସିବି ମେଡିକାଲରେ ଭର୍ତ୍ତୀ କରାଯାଇଛି । ଦୁର୍ଦ୍ଦାନ୍ତ ଅପରାଧି ସକିଲର ସହଯୋଗୀ ହେଉଛି ବାବୁ । ବାବୁ…