Odia News Portal
Monthly Archives

April 2021

ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ

ଭୁବନେଶ୍ୱର : ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ପ୍ରାଧାନ୍ୟ ଦେଇ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି | ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ବିସ୍ତାର କରି…

ବିଜୟଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ : କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜି ବିଜୟଧାରାକୁ ଫେରିଛି । ଆଜି ଆଇପିଏଲ୍ ଦୁଇଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ।କ୍ୱିଣ୍ଟନ୍ ଡି'କକ୍ ଓ କୃନାଲ୍…

କରୋନାରୁ ସୁସ୍ଥ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଜି ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହେବା ପରେ ମନମୋହନ ସିଂ ଘରକୁ ଫେରିଥିବା ସୂଚନା ମିଳିଛି ।ଏପ୍ରିଲ ୧୯ ତାରିଖରେ ଜ୍ୱର କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ ମନମୋହନ ସିଂ…

ସହିଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କୋଭିଡ୍‌ ଡ୍ୟୁଟି ସମୟରେ କୌଣସି କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍‌ ଡ୍ୟୁଟି ସମୟରେ କାର୍ଯ୍ୟରତ ଯୋଦ୍ଧାଙ୍କ ମୃତ୍ୟୁରେ…

ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ |ତେବେ ଏହି ୱେବିନାର୍‌ ରେ ଯୁବ ବିଜେଡ଼ି ପକ୍ଷରୁ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର | ଯୁବ ବିଜେଡ଼ି…

କୋଭାକ୍ସିନ ଟିକା ଦର କମିଲା

ନୂଆଦିଲ୍ଲୀ : ପୁଣି ରାଜ୍ୟମାନଙ୍କୁ ଆଶ୍ୱସ୍ତି । ଗତକାଲି ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକାର ଦର କମାଇବା ପରେ ଆଜି ଭାରତ ବାୟୋଟେକ୍ ତାର ଟିକାର ଦାମ୍ ହ୍ରାସ କରିଛି । ରାଜ୍ୟମାନଙ୍କୁ ଦିଆଯାଉଥିବା ଟିକାର ଦାମ ହ୍ରାସ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା…

ରେଡ୍ ଘଟଣାରେ ଦୁଇ ପୋଲିସ କର୍ମୀ ନିଲମ୍ବିତ

ଭୁବନେଶ୍ୱର : ଓୟୋ ହୋଟେଲରେ ରେଡ୍ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଥିରେ ଜଣେ ହାବିଲଦାର ଓ କନଷ୍ଟେବଳ ଅଛନ୍ତି । ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଏହି ଘଟଣାରେ ଜଣେ ଜଣେ ପୋଲିସ…

ଢେଙ୍କାନାଳ ଲଜ୍ୟା: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ

ଢେଙ୍କାନାଳ: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଚେତ ଅବସ୍ଥାରେ ବୃଦ୍ଧାଙ୍କୁ ପକାଇ ଦୁଷ୍କର୍ମକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ…