Odia News Portal
Monthly Archives

June 2021

ବାରିପଦାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍‌

ବାରିପଦା: ଭୟଙ୍କର ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍ । ଗତକାଲି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ବାଲେଶ୍ୱରରୁ ଆସି ବାରିପଦାର ସର୍କିଟ ହାଉସରେ ରହିଛି

ଶ୍ରୀଲଙ୍କାରେ କମାଲ କରିବ ଧାୱନ-ଦ୍ରାବିଡ ଯୋଡ଼ି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୩ ବର୍ଷ ପରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ ଭାରତ । ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧୩ରେ ଆରମ୍ଭ ହେବାକୁ ଥିବା ଏହି ସିରିଜ ୨୫ରେ ଶେଷ ହେବ । ତେବେ ଏହି ଗସ୍ତରେ ବିରାଟ ଓ ରୋହିତ ଯିବେ ନାହିଁ । ସେମାନେ

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ

ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ସମ୍ବଲପୁର: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ହୀରାଲୋଇ ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇ ଭଉଣୀ ନାବାଳିକା ବୋଲି ଜଣାପଡିଛି । ମୃତକ ଦ୍ୱୟ ହେଲେ ୧୧ ବର୍ଷୀୟା ଲଲିତା ସୋରେନ ଓ ସାନ ଉଭଣୀ ସୁସ୍ମିତା ସୋରେନ(୯) । ଘଟଣାକୁ ନେଇ

ନବମ ଶ୍ରେଣୀ ଛାତ୍ରୀକୁ ଟେକିନେଇ ଦୁଷ୍କର୍ମ କଲେ ଦୁଇ ଭାଇ

କେନ୍ଦ୍ରାପଡ଼ା: ଯୌନ ଲାଳସା ମଣିଷକୁ ପଶୁ ପାଲଟାଇ ଦେଇଥାଏ । କିଛିକ୍ଷଣର ସୁଖ ଲାଗି ବୟସର ତାରତମ୍ୟ କିମ୍ବା ସମ୍ପର୍କକୁ ଦେଖେନାହିଁ ଦେହଲୋଭୀ ମଣିଷ । ସେ ବୃଦ୍ଧା ହେଉ ବା ନାବାଳିକା କେହି ବି ବାଦ ପଡନ୍ତି ନାହିଁ ଏହି ନର ରାକ୍ଷସଙ୍କ କବଳରୁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି

ଆସନ୍ତା ୧୨ରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଲକଡାଉନରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାକୁ ନେଇ ସବୁ ବିଶ୍ୱ ବିଦ୍ୟାୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି

ମହାନତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ସମ୍ବଲପୁର: ସ୍ୱାର୍ଥପର ଦୁନିଆରେ ମଣିଷ ଅନ୍ୟକୁ ଲୁଟିବାକୁ ଚେଷ୍ଟା କରିଥାଏ । ନିଜେ କେମିତି ଭଲରେ ରହିବ ଓ ଟଭ୍‌କା ରୋଜଗାର କରିବ ସେ ବିଷୟରେ ଭାବିଥାଏ । କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି । ଯେତିକି ରୋଜଗାର କରନ୍ତି

୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ରାତି ଅଧରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାଡ଼ୁଆ ଥାନା ପୋଲିସ ହାବୁଡ଼ରେ ଧରାପଡିଛି । ସେପଟେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ୭୦ ଲକ୍ଷରୁ

ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ

ସୋର: ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାଲେଶ୍ୱ ଜିଲ୍ଲା ଖଇରା ଥାନା ରାଇଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ଯୁବକ ହେଲେ ବିଶ୍ୱନାଥ ଦାସ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ବିଶ୍ୱନାଥଙ୍କ

‘ଏକାମ୍ର ଯୋଜନା’ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଠା କମିଟି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରଣ ଲାଗି ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ପ୍ରାୟ ଦେଢ଼ ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ ଏର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନି। ଏବେ ଏହି ଯୋଜନାରେ ଯେପରି ଏକାମ୍ର କ୍ଷେତ୍ରର