Odia News Portal
Yearly Archives

2021

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଲେ ନିରଞ୍ଜନ। ଦଳୀୟ ସଂଗଠନ ମଜବୁତ ସଂପର୍କରେ ଭେଟି ଆଲୋଚନା କରିଥିବାର ସେ କହିଛନ୍ତି ।

ଆର୍ୟନଙ୍କ ବିଷୟରେ ଏମିତି କହିଲେ ଅନନ୍ୟା

ମୁମ୍ବାଇ: ସବୁଠି ଗୋଟିଏ ଚର୍ଚ୍ଚା । ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ପୁଅ ଆୟନଙ୍କ ଡ୍ରଗ୍ସ ମାମଲା । ତେବେ ଆୟନଙ୍କ ସହ ଏବେ ଅକଳରେ ପଡ଼ିଛନ୍ତି ଅନନ୍ୟା । ଏନସିବି ତାଙ୍କ ପଚରାଉଚରା କରୁଛି । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା ରହିଛି।

ଟ୍ୱିଟରରେ ପ୍ରୋଫାଇଲ ପିକଚର ବଦଳାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ୱିଟରରେ ନିଜର ପ୍ରୋଫାଇଲ ପିକଚର ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକକରଣ କ୍ଷେତ୍ରରେ ଭାରତର ଐତିହାସିକ ରେକର୍ଡ ପରେ ପ୍ରୋଫାଇଲ ପିକଚର ଚେଞ୍ଜ କରିଛନ୍ତି ମୋଦି । ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ

ମୁମ୍ବାଇରେ ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ: ମୟାନଗରୀରେ ଅଗ୍ନିକାଣ୍ଡ । ଦକ୍ଷିଣ ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଅବିଘ୍ନ ପାଲ ସୋସାଇଟିର ୬୦ ମହଲା ବିଲ୍ଡିରେ ଏହି ଅଗ୍ନିକାଣ୍ଡ ଘଟିଛି । ୧୯ ତାଲାରେ ନିଅାଁ ଲାଗିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଚଳାଇଛନ୍ତି। ନିଆଁ ଗ୍ରାସ

ଆଇପିଏଲ ଟିମ୍ କିଣିପାରନ୍ତି ଦୀପିକା-ରଣବୀର

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ରଣବୀର ଏବଂ ଦୀପିକା ପାଦୁକୋନ ଆଇପିଏଲ ଟିମ୍ କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଶ୍ୱ ଧନୀ କ୍ରିକେଟ ଲିଗ୍ ବୋଲାଉଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ଭାଗନେବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବାକି

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେସରୁ ଉଦ୍ଧାର ହୋଇଛି ମୃତଦେହ । ଭଦ୍ରକ କଲେଜ ରୋଡରେ ଥିବା ମେସରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, କାଲି ଜିଲ୍ଲାପାଳଙ୍କ ସହ ଭିସିରେ ଆଲୋଚନା ହୋଇଛି । ଏଥର ପଞ୍ଚାୟତ ନିର୍ବାଚନର ହେବ

୨ କୋଟି ଟଙ୍କାର ଧଳାଜହର ଜବତ

ଜଳେଶ୍ୱର : ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାଙ୍କ ସହ

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ